Rourkela One
ଭାରତର ବହୁ ଚର୍ଚ୍ଚିତ ରାଜ୍ୟସଭା ସାଂସଦ "ଶ୍ରୀ ସଞ୍ଜୟ ସିଂହଙ୍କ" ରାଉରକେଲା ଓ୍ବାନ୍ ସହ ସ୍ୱତନ୍ତ୍ର ସାକ୍ଷାତକାର ।
27/05/2026
ରାଉରକେଲା ରେ ଆପ ସାଂସଦ ସଞ୍ଜୟ ସିଂ l ଗତକାଲି ଆମ ଆଦମୀ ପାଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ଜୀ ଙ୍କ ରାଉରକେଲା ଗସ୍ତ ସମୟରେ ସ୍ଥାନୀୟ ପାନ୍ଥନିବାସ ଠାରେ ଅନୁଷ୍ଠିତ ହୋଇଥିବା ସାମ୍ବାଦିକ ସମ୍ମିଳନୀ ର କିଛି ଚିତ୍ର l
PC : Jena
Share and Stay Updated
ନିଟ ( NEET )ପ୍ରଶ୍ନପତ୍ର ର ବାରମ୍ବାର ପ୍ରଘଟ କୁ ବିରୋଧ କରି ରାଉରକେଲା ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ଇସ୍ତେହାର ମୋହମ୍ମଦ ଙ୍କ ନେତୃତ୍ୱ ରେ ସ୍ଥାନୀୟ ଉଦିତନଗର ଆମ୍ବେଦକର ଛକ ଠାରେ ଏକ ବିକ୍ଷୋଭ ପ୍ରତିବାଦ ସଭା କରାଯାଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବୀ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଧର୍ମେନ୍ଦ୍ର ପ୍ରଧାନ ଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା l ଏହି ଅବସରରେ ନିଜର ଭବିଷ୍ୟତ ଅନ୍ଧକାର ମନେକରି ମାନସିକ ଚାପରେ ଆତ୍ମହତ୍ୟା କରିଥିବା ଛାତ୍ରଛାତ୍ରୀ ମାନଙ୍କ ଆତ୍ମା ର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା l ନୈତିକତା ଦୃଷ୍ଟି ରୁ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ନଦେଲେ ଛାତ୍ର କଂଗ୍ରେସ ଏବଂ ଯୁବ କଂଗ୍ରେସ ତରଫରୁ ଏହି ଆନ୍ଦୋଳନ କୁ ତୀବ୍ର ଏବଂ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୁପେ ରାଉରକେଲା ଜିଲ୍ଲା କଂଗ୍ରେସ ର ପୂର୍ବତନ ସଭାପତି ଶ୍ରୀଯୁକ୍ତ ଜ୍ଞାନେନ୍ଦ୍ର ଦାସ ଏବଂ ବିଶିଷ୍ଟ ଅତିଥି ରୂପେ ପ୍ରଦେଶ ଛାତ୍ର କଂଗ୍ରେସ ସଂଯୋଜକ ବିଭୁତି ଭୂଷଣ ମହାପାତ୍ର ଯୋଗଦେଇ ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ସହିତ ହେଉଥିବା ଅବହେଳା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ l
27/05/2026
ନିଟ ( NEET ) ପ୍ରଶ୍ନପତ୍ର ର ବାରମ୍ବାର ପ୍ରଘଟ କୁ ବିରୋଧ କରି ରାଉରକେଲା ଜିଲ୍ଲା ଯୁବ କଂଗ୍ରେସ ଉପସଭାପତି ଇସ୍ତେହାର ମୋହମ୍ମଦ ଙ୍କ ନେତୃତ୍ୱ ରେ ସ୍ଥାନୀୟ ଉଦିତନଗର ଆମ୍ବେଦକର ଛକ ଠାରେ ଏକ ବିକ୍ଷୋଭ ପ୍ରତିବାଦ ସଭା କରାଯାଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବୀ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଧର୍ମେନ୍ଦ୍ର ପ୍ରଧାନ ଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା l ଏହି ଅବସରରେ ନିଜର ଭବିଷ୍ୟତ ଅନ୍ଧକାର ମନେକରି ମାନସିକ ଚାପରେ ଆତ୍ମହତ୍ୟା କରିଥିବା ଛାତ୍ରଛାତ୍ରୀ ମାନଙ୍କ ଆତ୍ମା ର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇଥିଲା l ନୈତିକତା ଦୃଷ୍ଟି ରୁ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ନଦେଲେ ଛାତ୍ର କଂଗ୍ରେସ ଏବଂ ଯୁବ କଂଗ୍ରେସ ତରଫରୁ ଏହି ଆନ୍ଦୋଳନ କୁ ତୀବ୍ର ଏବଂ ବ୍ୟାପକ କରାଯିବ ବୋଲି ଚେତାବନୀ ଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୁପେ ରାଉରକେଲା ଜିଲ୍ଲା କଂଗ୍ରେସ ର ପୂର୍ବତନ ସଭାପତି ଶ୍ରୀଯୁକ୍ତ ଜ୍ଞାନେନ୍ଦ୍ର ଦାସ ଏବଂ ବିଶିଷ୍ଟ ଅତିଥି ରୂପେ ପ୍ରଦେଶ ଛାତ୍ର କଂଗ୍ରେସ ସଂଯୋଜକ ବିଭୁତି ଭୂଷଣ ମହାପାତ୍ର ଯୋଗଦେଇ ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ସହିତ ହେଉଥିବା ଅବହେଳା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟ୍ୟରେ ବ୍ଲକ କଂଗ୍ରେସ ସଭାପତି ହରପ୍ରସାଦ ସାମଲ , ସୁନୀଲ ପଟ୍ଟନାୟକ , ସୁଧୀର ନାଥ , ଲକ୍ଷ୍ମୀ ପ୍ରିୟା ରାଉତ , ରଘୁନାଥ ଦାସ , ରବୀନ୍ଦ୍ର କୁମାର ନାୟକ , ସିକନ୍ଦର ଅହମ୍ମଦ , ଜିଲ୍ଲା କଂଗ୍ରେସ କମିଟି ଉପସଭାପତି ବିଜୟ ଆପଟ ,ବିନୋଦ ରାଉତ , ସୁଦନ ତନ୍ତୀ , ସୁଧୀର ଚୌହାନ , ସାଧାରଣ ସମ୍ପାଦକ ନିରଞ୍ଜନ ଭଟ୍ଟ , ଅନମୋଲ ରାୟ , ଇମ୍ମତିଆଜ ମୋହମ୍ମଦ , ବୀରେନ୍ଦ୍ର ବଳିୟା୍ୟାରସିଂ , ବରିଷ୍ଠ ନେତା ଇଜାଜ ଅଖତାର , ନିହାର ଦାସ , ନାରୀନେତ୍ରୀ ରଞ୍ଜିତା ମଲ୍ଲିକ , ମହିଳା କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦିକା ସୁନିତା ଲାକ୍ରା ବୈଲୋଚନ ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l
ରାଉରକେଲା ରେଳ ଡିଭିଜନ ରାଉରକେଲାବାସୀଙ୍କ ଦୀର୍ଘଦିନର ଦାବି, ଏହାକୁ ନେଇ ସ୍ୱତନ୍ତ୍ର ଉପସ୍ଥାପନା "ରାଉରକେଲା ରେଳ ଡିଭିଜନ ସ୍ବପ୍ନ ନା ସଂଘର୍ଷ ?
Share and Stay Updated
Click here to claim your Sponsored Listing.
Category
Contact the business
Website
Address
Chhend
Rourkela
769015