SATYA Khabar.

SATYA Khabar.

Share

15/05/2026

#ତେଲ_ପାଇଁ_ଚାଲିଗଲା_ଜୀବନ
କଟକ କାଠଯୋଡ଼ି ନିକଟରେ ବଡ଼ ଦୁର୍ଘଟଣା । ଆମ୍ବୁଲାନ୍ସରୁ ତେଲ ସରିଯିବାରୁ ରୋଗୀ ମୃତ୍ୟୁ ହୋଇଥିବା ଅଭିଯୋଗ । କଟକରୁ ଘରୋଇ ହସ୍ପିଟାଲକୁ ରୋଗୀ ନେଇ ଯିବା ବାଟରେ ସରିଗଲା ଆମ୍ବୁଲାନ୍ସରୁ ତେଲ

12/05/2026

ପୁଣି ଦେଖିବାକୁ ମିଳିଲା ଏକ ବିରଳ ଓ ହୃଦୟବିଦାରକ ଦୃଶ୍ୟ…
ମାନବିକତା କେଉଁଠି ହାରାଇଗଲା ବୋଲି ପ୍ରଶ୍ନ ଉଠୁଛି ।
ଏକ ଅସହାୟ ପରିବାର ସାଇକେଲ୍‌ରେ ଶବକୁ ଧରି ଥାନାକୁ ଯିବାକୁ ବାଧ୍ୟ ହେଲେ । ଏହି ଦୃଶ୍ୟ କେବଳ ଗୋଟିଏ ଘଟଣା ନୁହେଁ,ଏହା ଆମ ସମାଜ ଓ ବ୍ୟବସ୍ଥାର କଠୋର ସତ୍ୟକୁ ସାମ୍ନାକୁ ଆଣୁଛି ।

03/05/2026

#ଓଲଟିଲା_ଗ୍ୟାସ୍‌_ସିଲିଣ୍ଡର_ବୋଝେଇ_ଟ୍ରକ୍‌!
ଭୁବନେଶ୍ବରରେ ଓଲଟିଲା ଗ୍ୟାସ୍‌ ସିଲିଣ୍ଡର ବୋଝେଇ ମିନି ଟ୍ରକ୍‌। ଫାୟାର ଷ୍ଟେସନ ନିକଟ ଓଭର ବ୍ରିଜ୍‌ ଉପରେ ଓଲଟି ପଡ଼ିଲା। ରାସ୍ତାରେ ଗଡ଼ିଲା ସିଲିଣ୍ଡର, କିଛି ସମୟ ପାଇଁ ଯାତାୟାତ ବାଧାପ୍ରାପ୍ତ ହେଇଥିଲା।

05/04/2026

କୋରାପୁଟରେ ମୃଦୁ ଭୂମିକମ୍ପ ଝଟକା। ରାତି ପ୍ରାୟ ସାଢେ ୧୧ରେ ଭୂମିକମ୍ପ ଅନୁଭୂତ । ପ୍ରାୟ ୬ ରୁ ୮ ସେକେଣ୍ଡ ଥରିଲା କୋରାପୁଟ ଅଞ୍ଚଳ।

Want your business to be the top-listed Media Company in Rourkela?
Click here to claim your Sponsored Listing.

Address


Rourkela
769007