Sambit mahapatra

Sambit mahapatra

Share

06/05/2023

ଗତ ହନୁମାନ ଜନ୍ମୋତ୍ସବ ଅବସରରେ ସମ୍ବଲପୁର ଠାରେ ଜିହାଦୀ ମାନଙ୍କ ଦ୍ଵାରା ନିର୍ମମ ଭାବେ ହତ୍ୟାର ଶିକାର ହୋଇଥିବା ରାମଭକ୍ତ ଚନ୍ଦ୍ରମଣି ମିର୍ଦ୍ଧାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି।
ରାମଭକ୍ତଙ୍କର ଏହି ବଳିଦାନ କେବେ ହେଲେ ବ୍ୟର୍ଥ ଯିବ ନାହିଁ। ଆଜି ହୁଏତ ଆମେ ବିପରୀତ ପରିସ୍ଥିତିକୁ ସାମ୍ନା କରୁଛେ କିନ୍ତୁ ଏ ସମୟ ବଦଳିବ, ବିଳମ୍ବରେ ହେଲେ ମଧ୍ୟ ସର୍ବଦା ସତ୍ୟର ଜୟ ହେବ।

Want your business to be the top-listed Contractor in Puri?
Click here to claim your Sponsored Listing.

Telephone

Website

Address


Puri
752012