Chitrasen Sahoo
20/08/2022
ଆଜି ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ଭବିଷ୍ୟତ ଭଉଣୀ ଉପାସନା ମହାପାତ୍ର ପୁରୀ ସଦର ବ୍ଲକ ଅନ୍ତର୍ଗତ କେରାଣ୍ଡିପୁର ଗ୍ରାମ ପଞ୍ଚାୟତ ର ସରପଞ୍ଚ ଏବଂ ସ୍ଥାନୀୟ ଲୋକମାନଙ୍କ ସହିତ ମିଶି ବନ୍ୟା ପ୍ରଭାବିତ ଅଞ୍ଚଳ ଅନୁଧ୍ୟାନ କରିଛନ୍ତି ।
ବନ୍ୟା ରେ ପ୍ରଭାବିତ ହୋଇଥିବା ଲୋକମାନଙ୍କ ଶୁଭକାମନା କରିବା ସହିତ ଯୁବକ ମାନଙ୍କୁ ବନ୍ୟା ରେ ହଇରାଣ ହେଉଥିବା ଲୋକମାନଙ୍କୁ ସାହାଯ୍ୟ ଓ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି ।
Want your public figure to be the top-listed Public Figure in Puri?
Click here to claim your Sponsored Listing.
Click here to claim your Sponsored Listing.
Category
Website
Address
Puri