Pilot Project on Entrepreneurship Development

Pilot Project on Entrepreneurship Development

Share

Photos from Pilot Project on Entrepreneurship Development's post 05/10/2023
05/10/2023

ଶ୍ରୀକ୍ଷେତ୍ର ମହତ୍ତ୍ଵ, ଜଗା ଭେଟିର ଶୁଭାରମ୍ଭ

Photos from Pilot Project on Entrepreneurship Development's post 13/10/2022

ତା -୦୯/୧୦/୨୦୨୨ରିଖ ପୁରୀ ପାଇଲଟ ଉଦ୍ୟମିତ ଉନ୍ନୟନ ପ୍ରକଳ୍ପ ପକ୍ଷରୁ ପୁରୀ ସେବା ସମିତି ଠାରେ ରାସ୍ତାକଡ ବିକ୍ରେତାଙ୍କ ପାଇଁ ପଞ୍ଚ ଦିବସୀୟ ଉଦ୍ୟମୀତା ଉନ୍ନୟନ ପ୍ରଶିକ୍ଷଣ ଶିବିର ଉଦ୍ଘାଟନ ହୋଇଥିଲା ।

ଏହି ଶିବିରଟି ଆଜି ତା ୦୯/୧୦/୨୦୨୨ ନିକଟରୁ ୫ ଦିନଧରି ୧୩/୧୦/୨୦୨୨ ରିଖ ପଯ୍ୟନ୍ତ ଚାଲୁରହିବ। ଭାରତ ସରକାରଙ୍କ ଦକ୍ଷତା ବିକାସ ଓ ଉଦ୍ୟମିତା ମନ୍ତ୍ରାଳୟ ଓ ବିତ୍ତିୟ ସେବା ବିଭାଗ ଆନୁକୁଲ୍ୟରେ କରାଯାଉଛି। ଭାରତୀୟ ଉଦ୍ୟାମିତା ପ୍ରତିଷ୍ଠାନ (IIE) ଏବଂ ସିଦ୍ଧ ଡେଭେଲପମେଣ୍ଟ ରିସର୍ଚ୍ଚ ଆଣ୍ଡ କଂସଲ୍ଟାନ୍ସି ଏହି ପ୍ରକଳ୍ପକୁ ପୁରୀ ମୁନିସିପାଲିଟି ଓ ପୁରୀ ପୌରପାଳିକା ସହଯୋଗରେ କାର୍ଯ୍ୟକାରୀ କରୁଛନ୍ତି।
ପଞ୍ଚ ଦିବସୀୟ କାର୍ଯ୍ୟକ୍ରମ ଜରିଆରେ ଅନୁନ୍ୟ ୨୦୦ ଉଦ୍ୟୋଗୀମାନଙ୍କୁ ଅଂଶଗ୍ରହଣ କରିବେ। ଏଥିରେ ପୁରୀ ମୁନିସିପାଲିଟି ର ସହକାରୀ କାର୍ଯ୍ୟନିବାହି ଅଧିକାରୀ ଶ୍ରୀଯୁକ୍ତ ମନୋଜ ବେହେରା PMSVANIDHI ର ମ୍ୟାନେଜର ଶ୍ରୀମତୀ ସମିତା ମହାନ୍ତି, SDRC ର ନିର୍ଦ୍ଧେଶକ ରତ୍ନାକର ପାଣିଗ୍ରାହୀ, XIMB ପ୍ରଫେସର ଶ୍ରୀଯୁକ୍ତ ଡି. ଭି ରମଣI , ଏବଂ ପୁରୀ ସେବା ସମିତି ର ସଭାପତି ବିମଳ ମହାନ୍ତି ଓ ସହ ସମ୍ପାଦକ ରବିଦ୍ରାନାଥ ସେନାପତି ଅତିଥି ରୁପେ ଯୋଗ ଦେଇଥିଲେ। ଏହି ସଭାକୁ ଶ୍ରୀଯୁକ୍ତ ଶାନ୍ତନୁ ଷଡ଼ଙ୍ଗୀ ଏବଂ ସୋମେନ୍ଦ୍ର ଦାସ ପରିଚାଳନା କରିଥିଲେ। ଏହି ଶିବିରରେ ରାସ୍ତାକଡ ଉଦ୍ୟୋଗି ମାନଙ୍କୁ PMSVANIDHI ଋଣ ଆବେଦନ, ବ୍ୟବସାୟ ବିତ୍ତୀୟ ଯୋଜନା, ଡିଜିଟାଲ ଫାଇନାନ୍ସ ଓ ଅନଲାଇନ ମାର୍କେଟ ସଂଯୋଗିକରଣ କରିବା ପାଇଁ ପ୍ରଶିକ୍ଷଣ ଦିଆଗଲା ।

Want your business to be the top-listed Business in Puri?
Click here to claim your Sponsored Listing.

Telephone

Website

Address


Khaki Matha, Nua Sahi, Lane/2
Puri
752002

Opening Hours

Monday 10am - 7pm
Tuesday 10am - 7pm
Wednesday 10am - 7pm
Thursday 10am - 7pm
Friday 10am - 7pm
Saturday 10am - 7pm