Puri Seva Samiti
12/09/2023
ସର୍ଵଜନ ବନ୍ଧୁ,କର୍ମବୀର,ସାମୁହିକ ଆପଦ ସମୟରେ ଧୈର୍ଯ୍ୟର ଅଟଳ ସ୍ଥମ୍ଭ,ଅସଙ୍ଗଠିତ ଜନଶକ୍ତିକୁ ଦୃଢ଼ ସଙ୍ଗଠନରେ ବାନ୍ଧିପାରିବାର ଅଦ୍ଭୁତ ଶକ୍ତିର ଆଧାରଶିଳା ଥିଲେ "ମୁରାରୀ ଭାଇନା'।ଅଦ୍ୱିତୀୟ ଭୀଷ୍ମ ,ଜନ୍ମଭୂମି ନୟାଗଡ଼ ରୁ ଆସି ପୁରୀ କୁ କର୍ମଭୂମୀ ବାଛି ପୁରୀ ସେବା ସମିତି ର କାର୍ଯ୍ୟଧାରା କୁ ଆଗେଇ ନେଇଥିବା ମହାନ ସେବକ ସ୍ବର୍ଗତ ମୁରାରୀ ତ୍ରିପାଠୀ ଙ୍କ ୫୭ ତମ ପୁଣ୍ୟତିଥୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।
27/01/2023
୭୪ ତମ ସାଧାରଣତନ୍ତ୍ର ଦିବସ ଅବସରରେ ପୁରୀ ସେବା ସମିତି ତରଫରୁ ଜାତୀୟ ପତାକା ଉତ୍ତୋଳନ
21/01/2023
At Mumbai
Want your organization to be the top-listed Non Profit Organization in Puri?
Click here to claim your Sponsored Listing.
Click here to claim your Sponsored Listing.
Category
Contact the organization
Telephone
Address
Marchikote Chhaka
Puri
752001