Mohammed Moquim

Mohammed Moquim

Share

Photos from Mohammed Moquim's post 06/06/2026

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଠାରେ ଆୟୋଜିତ ହୋଇଥିଲା, ଓଡ଼ିଶା ଜନତା କଂଗ୍ରେସ ଦଳର ବିଶାଳ ଗଣ ସମାବେଶ । କାର୍ଯ୍ୟକ୍ରମରେ ହଜାର ହଜାର ଲୋକଙ୍କର ଯୋଗଦାନ, କନ୍ଧମାଳର ନିରୀହ ଜନତାମାନଙ୍କର ସ୍ନେହ,ଶ୍ରଦ୍ଧା ତଥା ଭଲପାଇବା ହୃଦୟସ୍ପର୍ଶୀ ଥିଲା । ଏ ଜନ ସମାବେଶ ସ୍ପଷ୍ଟ କରୁଛି ସାଧାରଣ ଜନତା ଅନ୍ୟ ଦଳ ତଥା ବର୍ତ୍ତମାନର ସରକାରଙ୍କ ଉପରେ ସନ୍ତୁଷ୍ଟ ନାହାଁନ୍ତି ଏବଂ ଓଡ଼ିଶା ଜନତା କଂଗ୍ରେସ ପ୍ରତି ବିଶ୍ୱାସ ପ୍ରକଟ କରିଛନ୍ତି ।

Want your public figure to be the top-listed Public Figure in Cuttack?
Click here to claim your Sponsored Listing.

Category

Address


Cuttack