Samaj Vikash Mission
କଟକ - ପାରାଦ୍ଵୀପ ମୁକ୍ଷ ରାସ୍ତା ର ଓଡ଼ପଡ଼ା ଠାରେ ଦୁର୍ଘଟଣାଗ୍ରସ୍ତ ହୋଇ ପଡିରହିଥିବା ଜଣେ ଅଜଣା ବ୍ୟକ୍ତିଙ୍କୁ, ଆମ ଅନୁଷ୍ଠାନ ର ସାଥୀମାନେ ରିଲିଫ୍ ବାଣ୍ଟି ଫେରୁଥିବା ସମୟରେ ଦେଖି ତାଙ୍କୁ ତୁରନ୍ତ ରଘୁନାଥପୁର ମୂକ୍ଷ ଚିକିତ୍ସାଳୟ ନେଇ ଚିକିତ୍ସା କରାଇଲେ।
ସାଧୁବାଦ୍ ସାଥୀମାନେ, ଏହି ମହତ୍ କାର୍ଯ୍ୟ ପାଇଁ 🙏🏻
କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ଦୁଇଟି ପଞ୍ଚାୟତରେ ଜଳ ବନ୍ଦୀ ହୋଇ ଅସହାୟ ଅବସ୍ଥାରେ ଜୀବନ କାଟୁଥିବା ୬୫୦ ପରିବାରଙ୍କୁ ସେବା ଅନୁଷ୍ଠାନ ସମାଜ ବିକାଶ ମିଶନ ତରଫରୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯଥା - ମହମ ବତୀ, ମଶା ଧୂପ, ଦିଆସିଲି, ଶୁଖିଲା ଖାଦ୍ୟ, ଗୋଖାଦ୍ୟ, ପାଲ ଇତ୍ୟାଦି ଯୋଗାଇ ଦିଆଗଲା...
27/07/2022
ସେବା ଅନୁଷ୍ଠାନ ସମାଜ ବିକାଶ ମିଶନ୍ ର ଆଦର୍ଶ କର୍ମବୀର ଡଃ ଏ ପି ଜେ ଅବଦୁଲ କଲାମଙ୍କ ତିରୋଧାନ ଦିବସ ଅବସରରେ ଅନୁଷ୍ଠାନ ର ସ୍ବେଚ୍ଛାସେବୀ ମାନେ ସ୍ୱାମୀ ଅରୂପାନନ୍ଦ ମହାବିଦ୍ୟାଳୟ, ବର୍ତ୍ତି ଠାରେ ମିସନ୍ ସବୁଜ ବନାନୀ ର ଲକ୍ଷ ରଖି ବୃକ୍ଷରୋପଣ ଓ ତାର ସୁରକ୍ଷା ର ବ୍ୟବସ୍ଥା କରିଛନ୍ତି ..🌱
ସାଥି ମାନଙ୍କୁ ହୃଦୟରୁ ଧନ୍ୟବାଦ👍
ତୁମ୍ଭମାନଙ୍କର ନିଃସ୍ୱାର୍ଥପର ପରିଶ୍ରମ ଓ ସହଯୋଗ କାରଣରୁ ଅନୁଷ୍ଠାନ ସବୁଆଡେ ସବୁଜ ସୁନ୍ଦର କରି ଗଢିତୋଳିବାର ଯେଉଁ ଲକ୍ଷ ରଖିଛି #ମିଶନସବୁଜବନାନୀ ନାମରେ, ତାହା ନିଶ୍ଚୟ ସଫଳ ହେବାକୁ ଲାଗୁଛି।
ଜୟ ଜନନୀ..🌱
#ମିଶନ୍ସବୁଜବନାନୀ
Click here to claim your Sponsored Listing.
Category
Culinary Team
Attire
Contact the organization
Website
Address
NISCHINTAKOILI
Cuttack
754207