Aditya Bharat
10/04/2026
17/01/2026
!! ଅନୁଦିତ କବିତା ଗ୍ରନ୍ଥ ! ଦେଶ ଦେଶାନ୍ତର !!
!!ବିପିନ୍ ନାୟକ, କେ ଶ୍ୟାମବାବୁ ଦୋରା,ବସନ୍ତ ବେହେରା !!
ଅନୁବାଦ ବି ରଚନାର ଏକ ଧାରା । ମୂଳ କଥାଟିର ଭାଷାନ୍ତରଣ ବେଳେ ଉଭୟ ଭାଷାରେ ପର୍ଯ୍ଯାପ୍ତ ଜ୍ଞାନ ସହ କଳା ଓ କାରିଗରୀର ସର୍ବାଦୌ ଆବଶ୍ୟକ ଥାଏ । ଅନୁବାଦ ଏପରି ଏକ ସେତୁ ଯାହା ଦୁଇଟି ଭିନ୍ନ ଭାଷା ଓ ସାଂସ୍କୃତିକ ଭୂଖଣ୍ଡକୁ ସଂଯୋଗ କରେ । ଜଣେ ସଫଳ ଅନୁବାଦକର ମୂଳମନ୍ତ୍ର ହେଉଛି ରୁଚିପୂର୍ଣ୍ଣ ଭାବରେ ଭାବର ସମ୍ପ୍ରେଷଣ । ଏ ପ୍ରକ୍ରିୟାରେ ସାମିଲ ହେଇଛନ୍ତି ଓଡ଼ିଆ ସାହିତ୍ୟର ତିନିଜଣ ପ୍ରତିଷ୍ଠିତ କବି - ବିପିନ୍ ନାୟକ, କେ. ଶ୍ୟାମବାବୁ ଦୋରା ଓ ବସନ୍ତ ବେହେରା । ନିୟମିତ ଅନୁବାଦକ ନହେଲେ ବି କବିତ୍ରୟ ଯେଉଁ ଭଳି ନିଷ୍ଠା ଓ ନିପୁଣତାର ସହ ଏ କାର୍ଯ୍ୟଟିକୁ ସଂପାଦନ କରିଛନ୍ତି ତାହା ବାସ୍ତବିକ ପ୍ରଶଂସନୀୟ ।
ଏ ପୁସ୍ତକରେ ତିନିଟି ଭାଗରେ ବର୍ଗୀଭୂତ ହୋଇ ଏକତ୍ର ସନ୍ନିବେଶିତ ହେଇଛି ଭାରତୀୟ ସମେତ ବିଶ୍ୱ ସାହିତ୍ୟର ପଞ୍ଚଚାଳିଶଟି ରସୋତ୍ତୀର୍ଣ୍ଣ କବିତା ।
ଆଶା, ପୁସ୍ତକଟି ସଂଗ୍ରହଣୀୟ ଓ ପାଠକଙ୍କ ସମାଦର ହାସଲ କରିବାରେ ସମର୍ଥ ହେବ ।
Click here to claim your Sponsored Listing.
Category
Contact the public figure
Telephone
Website
Address
E 395, Sector 6, CDA
Cuttack