SAHAJYA
21/03/2026
ଜୟ ଗୋମାତା ..ଜୟ ଗୋପାଳ 🙏🏼🙏🏼
ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ସାର୍ତ୍ତୋଳ, ନୂଆବଜାର ଠାରେ ଆମ୍ଭ " ସାହାଯ୍ୟ ଗୋ-ସେବା ଆଶ୍ରମ " ର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅତିଥି ବୃନ୍ଦ ଏବଂ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିବା ସମସ୍ତ ବରିଷ୍ଠ ଓ କନିଷ୍ଠ ସଦସ୍ୟ ଏବଂ ସଦସ୍ୟା ମାନଙ୍କୁ ହୃଦୟରୁ ଅଶେଷ ଅଶେଷ ଧନ୍ୟବାଦ ।
17/08/2025
ପବିତ୍ର ରାକ୍ଷୀ ପୂର୍ଣିମା ଏବଂ ବଳଭଦ୍ରଙ୍କ ଶୁଭ ଜନ୍ମଦିନ ଅବସରରେ ଆମ୍ଭ ସାହାଯ୍ୟ ଗୋ-ସେବା ଆଶ୍ରମରେ ରହୁଥିବା ନନ୍ଦୀ ଏବଂ ଗୋମାତା ଙ୍କୁ ପୂଜାର୍ଚ୍ଚନା କରାଯାଇ ରାକ୍ଷୀ ବନ୍ଧା ଯାଇଥିଲା । 🙏🏼
Want your organization to be the top-listed Government Service in Cuttack?
Click here to claim your Sponsored Listing.
Click here to claim your Sponsored Listing.
Category
Contact the organization
Telephone
Website
Address
Chauliaganj
Cuttack