Araksh*ta Seba Kendra
22/04/2026
ମୋଟର ଯାନ ଆଇନ୍ ଉଲ୍ଲଂଘନ କରି ଅନେକ ଗାଡ଼ି ମାଲିକ କାଗଜପତ୍ର ଅପଡେଟ୍ ରଖିନାହାନ୍ତି। ଯାହା ସାମଗ୍ରିକ ଭାବେ ଅନ୍ୟ ସଡ଼କ ବ୍ୟବହାରକାରୀଙ୍କ ପାଇଁ ବିପଦ ସୃଷ୍ଟି କରୁଛନ୍ତି। ଏହାସହ ମୋଟରଯାନ ତଥ୍ୟ ଅନୁଶୀଳନରେ ମଧ୍ୟ ଅସଙ୍ଗତି ସୃଷ୍ଟି ହେଉଛି। ତେଣୁ 'VAHAN' ତଥ୍ୟାବଳୀରେ ସଂସ୍କାର ଓ ସଡ଼କ ସୁରକ୍ଷାକୁ ସଶକ୍ତ କରିବା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି।
ସ୍ଥିତି ଅନୁଯାୟୀ ଯାନବାହନ ଚାରି ଭାଗରେ ବିଭକ୍ତ କରାଯାଇଛି।
-ଆକ୍ଟିଭ୍ କମ୍ପ୍ଲିଆଣ୍ଟ (Active Compliant)
-ଆକ୍ଟିଭ୍ ନନ୍ କମ୍ପ୍ଲିଆଣ୍ଟ (Active non-compliant)
-ଅସ୍ଥାୟୀ ଆର୍କାଇଭ୍ (Temporary Archive)
-ସ୍ଥାୟୀ ଆର୍କାଇଭ୍ (Permanent Archive)
ସବୁବେଳେ ନିଜର ଗାଡ଼ି କାଗଜପତ୍ର ଅପଡେଟ୍ ରଖନ୍ତୁ। ସର୍ବଦା ଆକ୍ଟିଭ୍-କମ୍ପ୍ଲିଆଣ୍ଟ ବର୍ଗରେ ରୁହନ୍ତୁ।
fans
06/04/2026
ଘରୋଇ ସ୍କୁଲକୁ ଗଣଶିକ୍ଷା ମନ୍ତ୍ରୀଙ୍କ କଡ଼ା ଚେତାବନୀ; ବହି ନାଁରେ ଚଳିବନି ବ୍ୟବସାୟ
Click here to claim your Sponsored Listing.
Contact the organization
Website
Address
LALITAGIRI
Cuttack
754205