Odisha Hand Ball Referee Academy

Odisha Hand Ball Referee Academy

Share

17/10/2023

November date - 3 . 4 & 5
*ସମସ୍ତ ରେଫରୀ ମାନଙ୍କୁ ଅନୁରୋଧ ଆମ ର ଆସୁଥିବା ସିନିୟର୍ ହ୍ୟଣ୍ଡବଲ୍ ଚାମ୍ପିଅନସିପ ରେ ସମସ୍ତଙ୍କର ସମ୍ପୂର୍ଣ୍ଣ ସହଯୋଗ ରହିବା ସହିତ ଖେଳ ଟିକୁ କିଭଳି ଭାବରେ ସୁଚାରୁ ରୂପେ ପରିଚାଳନା ହେବା ର ଦାଇତ୍ୟ ଓଡ଼ିଶା ହ୍ୟାଣ୍ଡବଲ ରେଫରି ଏକାଡେମୀ Odisha Hand Ball Referee Academy ଦିଆହୋଇଛି। ଏଣୁ ସମସ୍ତ ରେଫେରି ମାନଙ୍କୁ ଅନ୍ତରରୁ ଅନୁରୋଧ କରୁଅଛି କି ଆପଣମାନଙ୍କ ଉପସ୍ଥିତି ହି ଏହି ଚାମ୍ପିଅନସିପ ସଫଳତା ର ମୂଳଲକ୍ଷ୍ୟ.ସେଥିପାଇଁ ସମସ୍ତଙ୍କର କିଛି ମନ୍ତବ୍ୟ ଏବଂ ନିଜ ନିଜର ଉପସ୍ଥିତି ସମ୍ବନ୍ଧରେ ଏହି ଗ୍ରୁପ୍ ରେ ଜଣାଇ ନିଜ ନିଜର ସ୍ଥାନ ସଂରକ୍ଷଣ କରିପାରିବେ....*
```ଆପଣ ମାନଙ୍କ ଉତ୍ତର ଅପେକ୍ଷା ରେ .......```
ନିଜର ନାମ ସହ District ର ନାମ ଦେବେ...
ଯଥା...
1 - 🙋🏻‍♂️_*Jibanjyoti Nayak ( Cuttack )*_

& Arnab Sinha Pravat Dalai Alok Kumar Khuntia Pradhan sahu

Want your public figure to be the top-listed Public Figure in Cuttack?
Click here to claim your Sponsored Listing.

Category

Telephone

Website

Address


Cuttack