Odia Digital Plus

Odia Digital Plus

Share

Photos from Odia Digital Plus's post 04/02/2026

କଟକ ଶାରଳା ଭବନ ଠାରେ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଫୋକସ ଦ୍ୱାରା ଆୟୋଜିତ ଏବଂ ଭାରତ ସରକାରଙ୍କର ସଂସ୍କୃତି ମନ୍ତ୍ରାଳୟ ସହଯୋଗରେ ଲୌହ ମାନବ ତଥା ଭାରତର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କର 150 ବର୍ଷ ପୂର୍ତ୍ତୀ ପାଳନ ଅବସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ଚିତାକଳା ପ୍ରଦର୍ଶନୀ ଓ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ବିତରଣ ଉତ୍ସବ ରେ ଅନ୍ୟ ଅତିଥି ମାନଙ୍କ ସହ ଯୋଗଦେଲେ କଟକ ଗ୍ରାମୀଣ ବିଜେପି ଜିଲ୍ଲା ସଭାପତି ଶ୍ରୀ ରାମନାରାୟଣ ମହାନ୍ତି।

Want your business to be the top-listed Media Company in Cuttack?
Click here to claim your Sponsored Listing.

Category

Address


Cuttack