Prayas Odisha

Prayas Odisha

Share

08/11/2025

ଦୁର୍ଘଟଣା ଗ୍ରସ୍ତ ହେଲା ଅଭିନେତା ଅଶ୍ରୁମୋଚନ ମହାନ୍ତିଙ୍କ ଗାଡ଼ି ! ସୁଟିଂ ସେଟ ରୁ ଫେରିବା ବେଳେ କଟକ ପ୍ରତାପନଗରୀ ରାସ୍ତାରେ ଦୁର୍ଘଟଣା ଘଟିଥିବା ସୂଚନ ! ଭାରସାମ୍ୟ ହରାଇ ଖାଲକୁ ଖସିଲା କାର, ସୁରକ୍ଷିତ ଅଛନ୍ତି ଅଭିନେତା !

Photos from Prayas Odisha's post 07/11/2025

#କଳିଙ୍ଗା_ଘାଟିରେ_ଓଲଟିଲା_ବସ୍
#ଜଣେ_ମୃତ_୧୦ରୁ_ଅଧିକ_ଗୁରୁତର
କଳିଙ୍ଗା ଘାଟିରେ ଓଲଟିଲା ଘରୋଇ ଯାତ୍ରୀବାହୀ ବସ୍। ୧୦ରୁ ଅଧିକ ଯାତ୍ରୀ ଗୁରୁତର ଜଣେ ମୃତ। ଗୁରୁତରଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କଲା ଅଗ୍ନିଶମ ବାହିନୀ। ବରଗଡ଼ରୁ ବ୍ରହ୍ମପୁର ଅଭିମୁଖେ ଆସୁଥିବା ବେଳେ ଘଟିଛି ଦୁର୍ଘଟଣା।

Photos from Prayas Odisha's post 05/11/2025

ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଡଙ୍ଗା ଭସାଇବା ପାଇଁ କଟକ ଗଡ ଗଡିଆ ଘାଟରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ।

03/11/2025

#ନୂଆପଡାରେ_କମୁଛି_ନବୀନ_ପଟ୍ଟନାୟକଙ୍କ_କ୍ରେଜ
#ନବୀନଙ୍କ_ସଭାରେ_ଖାଲି_ପଡ଼ିଛି_ଚେୟାର
ନୂଆପଡ଼ାରେ ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ। ସଭାମଞ୍ଚରେ ଭାଷଣ ଦେଉଥିଲେ ନବୀନ, ସାମ୍ନାରେ ଖାଲିପଡିଛି ସବୁ ଚେୟାର। କୋମନା ଗସ୍ତରେ ଅଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପାଇଁ ପ୍ରଚାର କରୁଛନ୍ତି ମୁଖିଆ, ହେଲେ ଖାଲି ପଡିଛି ସବୁ ଚେୟାର ଦେଖନ୍ତୁ ଏ ଭିଡିଓ....

Want your business to be the top-listed Media Company in Cuttack?
Click here to claim your Sponsored Listing.

Telephone

Website

Address


Cuttack