KCD

KCD

Share

21/06/2026

HAPPY YOGA DAY ମୋ ପ୍ରିୟ ବନ୍ଧୁ। ପ୍ରକୃତ ରେ ଯୋଗ ଏକ ସମ୍ପୂର୍ଣ୍ଣ ବ୍ୟକ୍ତିତ୍ଵ ବିକାଶ ର ପ୍ରକ୍ରିୟା। ଯୋଗ ସୁଖ, ସ୍ୱାସ୍ଥ୍ୟ, ସଫଳତା ଓ ମଧୁର ସମ୍ପର୍କ ର ଚାବି ପେନ୍ଥା I ନିଜ ଉପରେ ବିଜୟ ହିଁ ଶ୍ରେଷ୍ଠ ବିଜୟ I ନିଜର ନୂଆ ଜୀବନ ଆରମ୍ଭ କରିବାରେ କେବେ ବି ଡେରି ହୋଇ ନ ଥାଏ I ମଣିଷ ପ୍ରକୃତି ମଲେ ତୁଟେ ସବୁଠୁ ବଡ଼ ମିଛ ଅଟେ I ସୁଖ, ରୋଗ ଓ ମୋଟା ରୁ ମୁକ୍ତି, ସଫଳତା ଓ ସମ୍ପର୍କରେ ଶାନ୍ତି ପାଇଁ, ନିଜର ଚିନ୍ତା, ଗୁଣ ଓ ଅଭ୍ୟାସ ବଦଳାଇ ଜୀବନ ପରିବର୍ତ୍ତନ ପାଇଁ WhatsApp 8018596814 କରନ୍ତୁ I ଗୋଟିଏ ମାତ୍ର ଜୀବନ ମିଳିଛି ତେଣୁ ହସୁ ଥାନ୍ତୁ, ସହଜ ଯୋଗ କରୁ ଥାନ୍ତୁ ଓ ସ୍ନେହ ପ୍ରେମ ବିଛେଇ ଚାଲନ୍ତୁ ପ୍ରିୟ ବନ୍ଧୁ ♥️🙏 KCD ❤️🙏 Web - kcdsir.com

20/06/2026

SIRSHASANA ହେଉଛି ଆସନ ମାନଙ୍କ ମଧ୍ୟରେ ମହାରାଜ | ନିଜ ଉପରେ ବିଜୟ ହିଁ ଶ୍ରେଷ୍ଠ ବିଜୟ I ନିଜର ନୂଆ ଜୀବନ ଆରମ୍ଭ କରିବାରେ କେବେ ବି ଡେରି ହୋଇ ନ ଥାଏ I ମଣିଷ ପ୍ରକୃତି ମଲେ ତୁଟେ ସବୁଠୁ ବଡ଼ ମିଛ ଅଟେ I ସୁଖ, ରୋଗ ଓ ମୋଟା ରୁ ମୁକ୍ତି, ସଫଳତା ଓ ସମ୍ପର୍କରେ ଶାନ୍ତି ପାଇଁ, ନିଜର ଚିନ୍ତା, ଗୁଣ, ଅଭ୍ୟାସ ବଦଳାଇ ଜୀବନ ପରିବର୍ତ୍ତନ ପାଇଁ WhatsApp 8018596814 କରନ୍ତୁ I ଗୋଟିଏ ମାତ୍ର ଜୀବନ ମିଳିଛି ତେଣୁ ହସୁ ଥାନ୍ତୁ, ଫିଟ୍ ରୁହନ୍ତୁ ଓ ସ୍ନେହ ପ୍ରେମ ବିଛେଇ ଚାଲନ୍ତୁ ପ୍ରିୟ ବନ୍ଧୁ 🙏❤️ KCD 🙏♥️ Web - kcdsir.com

06/06/2026

ଏହା ହିଁ ସତ୍ୟ। ଯୋଗାଯୋଗ କରି ରହି ଯାଉଛନ୍ତି ଆଉ ଆଗକୁ ବୟସ ବଢ଼ିଲେ ପ୍ରଚୁର କଷ୍ଟ, ଖର୍ଚ୍ଚ, ଦୁଃଖ ଓ ଦୁର୍ଦ୍ଦଶା ରେ ହନ୍ତସନ୍ତ ହେଉଛନ୍ତି। ଅନ୍ଧ ବିଶ୍ବାସ ନୁହେଁ କେବଳ ବିଜ୍ଞାନଭିତ୍ତିକ ଜ୍ଞାନ ଓ କୌଶଳ ପ୍ରଶିକ୍ଷଣ ଦ୍ଵାରା ଜୀବନ ବଦଳାନ୍ତୁ ନିଜର। ରୋଗ (ଡାଇବେଟିସ,BP, ଥାଇରଏଡ, ପେଟ ରୋଗ, ଥଣ୍ଡା, ଶ୍ୱାସ, ଆଣ୍ଠୁ ଅଣ୍ଟା ବ୍ୟଥା, ମୋଟାପା, Gynaecology ଆଦି ପ୍ରାୟ ସବୁ ରୋଗ), ଦୁଃଖ, ଅବସାଦ, ଡ଼ର, ଦୁଶ୍ଚିନ୍ତା ଆଦି, ବିଫଳତା ଓ ସମ୍ପର୍କ ରେ ଅଶାନ୍ତି ଆଦି ରୁ ମୁକ୍ତି ପାଇଁ, ନିଜର ଚିନ୍ତା, ଗୁଣ, ଅଭ୍ୟାସ ଓ ବ୍ୟବହାର ବଦଳାଇ ଜୀବନ ବଦଳାଇବା ପାଇଁ WhatsApp 8018596814 କରି ଯୋଗାଯୋଗ କରନ୍ତୁ। ସାରା ଓଡ଼ିଶା ଓ ଭାରତ ରୁ ଆସୁଛନ୍ତି ସବୁଦିନ, ଏବେ ଆପଣଙ୍କ ପାଳି ।ନିଜର ନୂଆ ଜୀବନ ଆରମ୍ଭ କରିବାରେ କେବେ ବି ଡେରି ହୋଇ ନ ଥାଏ। ଗୋଟିଏ ମାତ୍ର ଜୀବନ ମିଳିଛି ତେଣୁ ହସୁ ଥାନ୍ତୁ ଓ ସ୍ନେହ ପ୍ରେମ ବିଛେଇ ଚାଲନ୍ତୁ ପ୍ରିୟ ବନ୍ଧୁ 🙏♥️ KCD Web - kcdsir.com

Want your school to be the top-listed School/college in Bhubaneswar?
Click here to claim your Sponsored Listing.

Telephone

Address


HIG 2/4, KAPIL PRASAD BDA COLONY, Near Ekamra College
Bhubaneswar