Precaution For Health
ଷ୍ଟ୍ରୋକ୍ ଆସିବା ପୂର୍ବରୁ କିଛି ଲକ୍ଷଣ
ଯାହା ଖାଉଛି ସବୁ ବାନ୍ତି ହୋଇଯାଉଛି ?
#ହାତ_ପାଦରେ_ଜଳାପୋଡା_ଓ_ଝିମ୍ଝିମ୍_ଲାଗୁଛି
#ସାବଧାନ_ହୋଇପାରେ_ନ୍ୟୁରୋପାଥିକ୍_ପେନ୍
ହାତ ପାଦରେ ଜଳାପୋଡା, ଝିମ୍ଝିମ୍ କିମ୍ବା Current ମାରୁଥିବା ଭଳି Pain କୁ ଅଣଦେଖା କରନ୍ତୁ ନାହିଁ । ଏହା ନ୍ୟୁରୋପାଥିକ୍ ପେନ୍ ବା ସ୍ନାୟୁଗତ ସମସ୍ୟାର ଲକ୍ଷଣ ହୋଇପାରେ ।
Watch The Excusive Interview on Dr. Bikash Mishra ,
ଏହି ଭିଡିଓରେ ଜାଣନ୍ତୁ —
✅ Neuropathic Pain କ’ଣ ?
✅ କାହିଁକି ହୁଏ ସ୍ନାୟୁ ଦୁର୍ବଳତା ?
✅ Diabetes, Vitamin Deficiency ଓ ଅନ୍ୟ କାରଣ
✅ ଆରମ୍ଭରୁ ଦେଖାଯାଉଥିବା ଲକ୍ଷଣ
✅ ଆଧୁନିକ ଚିକିତ୍ସା ଓ Pain Relief ଉପାୟ
ଯଦି ଆପଣଙ୍କର ହାତ ପାଦରେ Burning Sensation, Tingling, Numbness କିମ୍ବା Balance Problem ରହିଛି, ତେବେ ଏହି ଭିଡିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ।
📞 For Appointment Contact:
Dr. Bikash Kumar Mishra
Chief Consultant, Neuro Care Centre
☎9438871111
🌐 Website: www.neurocarecentre.co.in
📍 Address : Neuro Care Center , Plot no 1269/563, Rd Number 8, UNIT- 9, Bhubaneswar - 751022
ମେରୁଦଣ୍ଡରେ ଯନ୍ତ୍ରଣା ହେଲେ କଣ କରିବେ
Click here to claim your Sponsored Listing.
Category
Contact the business
Telephone
Website
Address
8R9M+X8V, Adimata Colony, Mancheswar
Bhubaneswar
751017