Alankar

Alankar

Share

09/06/2026

World Television Premiere ରେ ଅଳଙ୍କାର ଟିଭିରେ ଜୁନ୍ ୧୫ ତାରିଖ ଦିନ ୧୧ଟା ଓ ସଂନ୍ଧ୍ୟା ୫ଟା ଏକ ଭିନ୍ନ ସ୍ୱାଦର ହୃଦୟସ୍ପର୍ଶୀ କାହାଣୀ "I am କାଳିଆ" | 🙏❤️✨

ଲୋକପ୍ରିୟ ଅଭିନେତା ହରି (Hari) ଙ୍କ ଏକ ଜବରଦସ୍ତ ଏବଂ ଭିନ୍ନ ଅନ୍ଦାଜର ଅଭିନୟ ସହ ଦେଖନ୍ତୁ ଭକ୍ତି, ପ୍ରେମ ଓ ସଂଘର୍ଷର କାହାଣୀ, କେବଳ ଆପଣଙ୍କ ପ୍ରିୟ ଅଳଙ୍କାର ଟିଭିରେ।

Get ready to witness a beautiful blend of emotion, faith, and drama. The World Television Premiere of the mega Odia movie "I am Kalia" is coming very soon, only on Alankar TV..📺🍿

Love or Devotion ??? Stay tuned to find out.

09/06/2026

Haider | ହାଇଦର | Sunday Jatra Premier | 14th JUNE 2026 | Opera Surya Mandir | Alankar TV
ହାଇଦର ଏଇ ରବିବାର ରାତି ରେ କେବଳ ଆପଣଙ୍କ ପ୍ରିୟ ଅଳଙ୍କାର ଟିଭିରେ। | ପ୍ରଥମ ଥର ଟିଭି ପରଦାରେ | Best Jatra....✨
ରଜ ମଉଜ ସହ ଆସୁଛି ଜବରଦସ୍ତ ଯାତ୍ରା "ହାଇଦର" 🔥
"ଏହି ରଜରେ ଦେଖନ୍ତୁ ଆକ୍ସନ୍, ଡ୍ରାମା ଓ ଜବରଦସ୍ତ ମନୋରଞ୍ଜନର ମହାସଙ୍ଗ୍ରାମ!" 🎭✨

08/06/2026

I AM KALIA | World Television Premier | ଜୁନ୍ ୧୫ ତାରିଖ ଦିନ ୧୧ଟା ଓ ସଂନ୍ଧ୍ୟା ୫ଟା | Alankar TV
World Television Premiere ରେ ଅଳଙ୍କାର ଟିଭିରେ ଜୁନ୍ ୧୫ ତାରିଖ ଦିନ ୧୧ଟା ଓ ସଂନ୍ଧ୍ୟା ୫ଟା ଏକ ଭିନ୍ନ ସ୍ୱାଦର ହୃଦୟସ୍ପର୍ଶୀ କାହାଣୀ "I am କାଳିଆ" | 🙏❤️✨ଦେଖିବାକୁ ଭୁଲିବେ ନାହିଁ, କେବଳ ଅଳଙ୍କାର ଟିଭିରେ....
ଲୋକପ୍ରିୟ ଅଭିନେତା ହରି (Hari) ଙ୍କ ଏକ ଜବରଦସ୍ତ ଏବଂ ଭିନ୍ନ ଅନ୍ଦାଜର ଅଭିନୟ ସହ ଦେଖନ୍ତୁ ଭକ୍ତି, ପ୍ରେମ ଓ ସଂଘର୍ଷର କାହାଣୀ, କେବଳ ଆପଣଙ୍କ ପ୍ରିୟ ଅଳଙ୍କାର ଟିଭିରେ।

Get ready to witness a beautiful blend of emotion, faith, and drama. The World Television Premiere of the mega Odia movie "I am Kalia" is coming very soon, only on Alankar TV..📺🍿
Love or Devotion ??? Stay tuned to find out.

08/06/2026

ରଜ ମଉଜ ସହ ଆସୁଛି ଜବରଦସ୍ତ ଯାତ୍ରା "ହାଇଦର" 🔥
"ଏହି ରଜରେ ଦେଖନ୍ତୁ ଆକ୍ସନ୍, ଡ୍ରାମା ଓ ଜବରଦସ୍ତ ମନୋରଞ୍ଜନର ମହାସଙ୍ଗ୍ରାମ!" 🎭✨
NewJatra Raja2026 JatraLover OdiaEntertainment ThisRaja TrendingNow OdiaCulture

08/06/2026

Parikhya Kemiti Heichi - ପରୀକ୍ଷା କେମିତି ହେଇଚି | Shorts Best Scene | Alankar TV

08/06/2026

କସ୍ତୁରୀ - KASTURI | World Television Premier |ଏଇ ରବିବାର ଦିନ ୧୧ଟା ଓ ସଂନ୍ଧ୍ୟା ୫ଟା | Alankar TV
World Television Premiere ରେ ଅଳଙ୍କାର ଟିଭିରେ ଏଇ ରବିବାର ଦିନ ୧୧ଟା ଓ ସଂନ୍ଧ୍ୟା ୫ଟା ଏକ ଭିନ୍ନ ସ୍ୱାଦର ପାରିବାରିକ କାହାଣୀ "କସ୍ତୁରୀ" | 💔✨.. ଦେଖିବାକୁ ଭୁଲିବେ ନାହିଁ, କେବଳ ଅଳଙ୍କାର ଟିଭିରେ....
କୁକିଜ୍ ସ୍ୱାଇଁଙ୍କ ଏକ ଜବରଦସ୍ତ ଅଭିନୟ ସହ ଦେଖନ୍ତୁ ସୁଖ-ଦୁଃଖ ଓ ସଂଘର୍ଷର କାହାଣୀ, କେବଳ ଆପଣଙ୍କ ପ୍ରିୟ ଅଳଙ୍କାର ଟିଭିରେ।
Get ready to witness an emotional roller-coaster of love, sacrifice, and destiny. The World Television Premiere of the mega Odia movie "Kasturi" THIS Sunday , only on Alankar TV..📺🍿

Want your business to be the top-listed Media Company in Bhubaneswar?
Click here to claim your Sponsored Listing.

Address

Plot No./N/28-30/1, Chandaka Industrial Estate, Near KIIT Campus
Bhubaneswar
751024