Udaya kumar Parida

Udaya kumar Parida

Share

10/06/2026

June 10 ଭଗବାନ ବିର୍ସା ମୁଣ୍ଡା କଂ ଦେହାନ୍ତ ସମୟରେ ଯେତେବେଳେ ତାକଂ ମା #କାର୍ମି_ହାଟୁ (Karmi Hatu) ଭୋ ଭୋ କାନ୍ଦୁଥୁଲେ....
ଠିକ୍‌ ସେଇ ସମୟରେ ଅର୍ଥାତ June 10 ଜ୍ୟେଷ୍ଠ ମାସ କୃଷ୍ନ ପକ୍ଷ ଦଶମି ତିଥିରେ କୁଆଁ କୁଆଁ ଶବ୍ଦ ଦେଇ ଜନ୍ମ ନେଇଥିଲେ ଯୁବକ ମାନକଂର ଆଇକନ୍‌ ସାନ ଭାଇ ଶ୍ରଦ୍ଧେୟ ଶ୍ରୀ #ଚନ୍ଦ୍ରବିନ୍ଦୁ_ଦାସ..
ତାକଂ ଜନ୍ମ ଦିନରେ ଅନେକ ଅନେକ ଅଭିନ୍ଦନ ଓ ଶୁଭେଛା ସହିତ ତାକଂ ଚଲାପଥ କୁଶୁମିତ ହେଉ ଭଗବାନ ଶ୍ରୀକୃଷ୍ନକଂ ଠାରେ ପାର୍ଥନା...
ଯାହାକୁଂ ଆଜିକା ଦିନରେ ମହାଭାରତ ର ଅଭିମନ୍ୟୁ କହିଲେ ଅତ୍ୟୁକ୍ତି ହବ ନାହିଁ..
ସପ୍ତରଥି ମାନେ ଯେତେ ଘେରୁଚ ଘେର... ହେଲେ ନିହତ୍ତା ଅଭିମନ୍ୟୁ ସେଦିନ ନିଜେ ଗୁରୁ ଦ୍ରୋଣ କଂ ଚକ୍ରବିହ୍ୟୁ ଭିତରେ ପଶି ଯାଇ ବଡ ବାପା ଧର୍ମରାଜ ଯୁଧିଷ୍ଠିର କୁଂ ଚକ୍ରବିହ୍ୟୁ ର କରାଳ କୁଟନୈତିକ ଜାଲରୁ ଉଦ୍ଧାର କରିଥିଲା...
ଆଜି ଠିକ୍‌ ସେମିତି ତାର କର୍ତ୍ତବ୍ୟ କରିଚାଲିଚି ନିଜର ପଲିଟିକାଲ ଗୁରୁକଂ ପାଇଁ ତିଳ ତିଳ ହୋଇ ଜଳୁଚି ନିନ୍ଦା ଅପବାଦକୁ ଖାତିର ନକରି ନିଜ ଗୁରୁକୁଂ ଚକ୍ରବିହ୍ବ୍ୟ ଭିତରକୁ ଯିବାକୁ ଦେଉନି..

ଯେଉଁମାନେ ହଂସିବା କଥା #ଠୋ_ଠୋ ହଂସ
ସମୟ ସପ୍ତରଥିକଂ ହଂସିବା କୁ ମନେ ରଖିନି ହେଲେ ଦ୍ବାପର ର #ଅଭିମନ୍ୟୁ ସର୍ବଦା ଅମର ହୋଇ ଯାଇଚି..

07/06/2026

ତାକଂର ୭୦ ବର୍ଷର ୭୦ ଥର କୁଶ୍ଚେନ ଲିକ୍‌
ୟାକଂର ୭ ବର୍ଷର ୯୦ ଥର କୁଶ୍ଚେନ ଲିକ୍‌
ତାକଂ ବେଳେବି ରୁପିଆ ଗିରୁଥୁଲା ୟାକଂ ବେଳେ ବି ରୁପିଆ ଗିରୁଚି
ତାକଂ ବେଳେବି ପେଟ୍ରୋଲ ଦର ବଢୁ ଥୁଲା ୟାକଂ ବେଳେ ବି ବଢୁଚି
ତାକଂ ବେଳେବି ଧର୍ଷଣ ବଳତ୍କାର ହେଉଥୁଲା ୟାକଂ ବେଳେବି ହେଉଚି
ତାକଂ ବେଳେବି ଘୋଟାଲା ହେଉଥିଆ ୟାକଂ ବେଳେବି ହେଉଚି
ତାକଂ ବେଳେବି ବିଧାୟକ କିଣା ବିକା ହେଉଥୁଲେ ୟାକଂ ବେଳେବି ହେଉଚି
ତାକଂ ବେଳେବି ରେଳ ଦୁର୍ଘଟଣା ହେଉଥୁଲା ୟାକଂ ବେଳେ ବି ହେଉଚି...
ତାକଂ ବେଳେ ଚାମଚା ଥିଲେ ୟାକଂ ବେଳେ ଅନ୍ଧ ଭକ୍ତ ଅଛନ୍ତି
ତାକଂ ବେଳେବି ହିନ୍ଦୁ ସୁରକ୍ଷିତ ନଥିଲେ ୟାକଂ ବେଳେବି ସୁରକ୍ଷିତ ନାହାନ୍ତି
#କଉଁ_ବାଳଟା ଅଲଗା ହେଉଚି କହିଲ..?
ବେ ତମେତ ମୁତୁରି ଆମେତ ମୁତୁରି
ହେଶଁ କାଇଁ ପାଇଁ ଧୋଇବା...

Want your public figure to be the top-listed Public Figure in Bhubaneswar?
Click here to claim your Sponsored Listing.

Category

Website

Address


Bhubaneswar