Odisha Neta

Odisha Neta

Share

23/01/2026

ସରକାରୀ ବ୍ୟବସ୍ଥା ରୁଗ୍‌ଣ ହୋଇସାରିଛି, ସରକାରୀ କର୍ମଚାରୀ କାମଚୋର ପାଲଟି ସାରିଛନ୍ତି ଆଉ ପଇସା ଖୋର ପାଲଟିଥିବା ଅଧିକାରୀ ନିଦା ବିଷ୍ଣୁ ସାଜିଛନ୍ତି । ଏଭଳି ଅବସ୍ଥାରେ ସରକାରଙ୍କୁ କୋଟି କୋଟି ଟଙ୍କା ଖଜଣା ଦେଉଥିବା ସାଧାରଣ ଲୋକ ପ୍ରତିବଦଳରେ ଉଚିତ୍ ସେବା ପାଇବାରୁ ବଞ୍ଚିତ ହେଉଛି । ରାଜଧାନୀରେ ଥିବା ଇନ୍ଦରା ଗାନ୍ଧୀ ପାର୍କକୁ ଅଚାନକ ଗସ୍ତ କରିବା ବେଳେ ଏଭଳି କିଛି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର । ପାର୍କର ରକ୍ଷଣାବେକ୍ଷଣ ଦାୟୀତ୍ୱରେ ଥିବା କର୍ମଚାରୀଙ୍କୁ ମନ୍ତ୍ରୀ ତାଗିଦ୍ କରିଛନ୍ତି ସତ କିନ୍ତୁ କଳଙ୍କି ଲାଗି ଯାଇଥିବା ବ୍ୟବସ୍ଥା ଆଉ ଦାୟୀତ୍ୱହୀନ ପାଲଟି ସାରିଥିବା କର୍ମଚାରୀ କଣ ସତରେ ସୁଧୁରିବେ !

11/01/2026

ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ତଥା ଜାତୀୟ ଯୁବ ଦିବସର ଶୁଭେଚ୍ଛା।

Want your business to be the top-listed Media Company in Bhubaneswar?
Click here to claim your Sponsored Listing.

Category

Address


Bhubaneswar
751001