Rashmi Ranjan Das

Rashmi Ranjan Das

Share

02/07/2026

ମାନ୍ୟବର ଚାନ୍ଦବାଲି ବିଧାୟକ DrByomakesh Ray (ବାପି ଭାଇ )ଙ୍କୁ ଜନ୍ମଦିନର ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା ।

Bhai 🙏

24/05/2026

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ସ୍ୱର୍ଗତ ନୀଳମଣୀ ରାଉତରାୟଙ୍କ ୧୦୬ ତମ ପୁଣ୍ୟତିଥି ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି 🙏 💐

17/05/2026

ବିଜୁ ଛାତ୍ର ଜନତା ଦଳର ରାଜ୍ୟ ଉପସଭାପତି ସ୍ନେହାଶିଷ ଜେନାଙ୍କ ବଡବାପା ସ୍ବର୍ଗତ ଯତୀନ୍ଦ୍ର କୁମାର ଜେନାଙ୍କ ଏକାଦଶ ଅବସରରେ ମୁଁ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଶୋକସନ୍ତପ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲି |🙏

13/05/2026

ବିଜୁ ଜନତା ଦଳ ତଥା ସଂଖ୍ୟାଲଘୁ ସେଲର ବରିଷ୍ଠ ନେତା କଣ୍ଟାବାଞ୍ଝିର ପୂର୍ବତନ ବିଧାୟକ #ଆୟୁବ_ଖାନଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ବ୍ୟକ୍ତିଗତ ଭାବେ ଦୁଃଖିତ ଓ ମର୍ମାହତ ।

05/03/2026

ମହାନ ଜନନାୟକ, ଓଡ଼ିଆଙ୍କ ସ୍ୱାଭିମାନ, ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି

16/02/2026

ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବରିଷ୍ଠ ରାଜନେତ୍ରୀ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ।
ତାଙ୍କ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି।
ଓଁ ଶାନ୍ତି 🙏

25/01/2026

#ଅଭିଜିତ୍_ମଜୁନଦାର୍_ଙ୍କ_ଦେହାନ୍ତ
ଓଡିଶାର ବିଶିଷ୍ଟ ସଂଗୀତଜ୍ଞ ତଥା ଗାୟକ ଅଭିଜିତ୍ ମଜୁମଦାରଙ୍କ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ
ଓଡିଶା ସଙ୍ଗୀତ ଜଗତର ସେ ଥିଲେ ଅନାନ୍ୟ ଉଜ୍ଜଳ ତାରକା.....
ଅମର ଆତ୍ମାର ସଦଗତି କାମନା କରୁଛି 🙏

17/11/2025

ଅଶ୍ରୁଳ ଶ୍ରଦ୍ଧାଞ୍ଜଳୀ 🙏

ହେ ନବୀନ ବାବୁ ଆମେ ତମ ଫ୍ୟାନ ଗୀତ ର ଗାୟକ
ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିୟୋଗ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ। ତାଙ୍କର ବିୟୋଗ ଆମ ସଙ୍ଗୀତ ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ହେ ନବୀନ ବାବୁ ଆମେ ତମ ଫ୍ୟାନ ଗୀତ କୋଟି ଓଡ଼ିଆର ହୃଦୟରେ ସ୍ମୃତି ହୋଇରହିବ |

ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହିତ ପରିବାରକୁ ଭଗବାନ ଯଥେଷ୍ଠ ଶକ୍ତି, ସାହସ ଓ ଧୈର୍ଯ୍ୟ ପ୍ରଦାନ କରନ୍ତୁ, ଈଶ୍ବରଙ୍କ ନିକଟରେ ଏତିକି ପ୍ରାର୍ଥନା କରୁଛି।

15/11/2025
Photos from Naveen Patnaik's post 02/11/2025
Want your public figure to be the top-listed Public Figure in Bhubaneswar?
Click here to claim your Sponsored Listing.

Telephone

Website

Address


Bhubaneswar
751024