Leadership Bytes
20/08/2022
ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସ : ଖୁବଶୀଘ୍ର ବାଲେଶ୍ୱର ଚାନ୍ଦିପୁରରେ ହେବ ପ୍ରତିରକ୍ଷା ସଂଗ୍ରହାଲୟ l
ଲଗାଣ ବର୍ଷା ଓ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଆଜି ବାଲେଶ୍ୱର ବିଧାୟକ ଶ୍ରୀଯୁକ୍ତ ସ୍ୱରୂପ କୁମାର ଦାସ ସଦର ବ୍ଲକ ଉନ୍ନୟନ ଅଧିକାରୀଙ୍କ ସହ ବନ୍ୟା ପାଇଁ ପ୍ରଶାସନ ତରଫରୁ ହୋଇଥିବା ବ୍ୟାପକ ପ୍ରସ୍ତୁତି ଏବଂ ନଦୀ କୂଳିଆ ଅଞ୍ଚଳ ଉପରେ କଡ଼ା ନଜର ରଖିବା ସହ ଜୀବନ ଜୀବିକା ଉପରେ କିଛିବି ବିପଦ ସଂକେତ ଆସିଲେ ଲୋକଙ୍କୁ ତୁରନ୍ତ ସ୍ଥାନାନ୍ତରଣ କରିବା ବାବଦରେ ଆଲୋଚନା କରିଛନ୍ତି l
ବାଲେଶ୍ୱରରେ ଅତ୍ୟାଧୁନିକ ଲଣ୍ଡ୍ରି #ମିଷ୍ଟର_ବ୍ଲୁ
ମିଷ୍ଟର୍ ବ୍ଲୁ’କୁ ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଛନ୍ତି ।
ଆଗୁଆ ବୁକିଂ କଲେ ଦୁଇଘଂଟା ମଧ୍ୟରେ ସଂସ୍ଥାର କର୍ମଚାରୀ ଲୋକଙ୍କ ଘରୁ ଏସବୁ ଜିନିଷ ଆଣି ମାଗଣାରେ ଡେଲିଭରି ଦେଇପାରିବେ ।
ଅତିକମ୍ରେ ୫କିଲୋ ଓଜନର ଲୁଗାପଟା ଦେଲେ ପୃଥକ୍ ଭାବେ ସଫେଇ କରାଯାଇପାରିବ । ୫କିଲୋ ପାଇଁ ୩୦୦ ଟଙ୍କା ସର୍ଭିସ୍ ଚାର୍ଜ ଦେବାକୁ ପଡ଼ିବ ।
ଆଜି ବାଲେଶ୍ବର ଗସ୍ତରେ ଆସିଥିବା ଓଡିଶାର ମାନ୍ୟବର ଆଇଟି, କ୍ରୀଡ଼ା, ଯୁବ ବ୍ୟାପାର ଏବଂ ଗୃହ ବିଭାଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀଯୁକ୍ତ ତୁଷାରକାନ୍ତି ବେହେରାଙ୍କୁ ବାଲେଶ୍ୱର ବିଧାୟକ ଶ୍ରୀଯୁକ୍ତ ସ୍ୱରୂପ କୁମାର ଦାସଙ୍କ ଦ୍ୱାରା ବାଲେଶ୍ବର ସର୍କିଟ ହାଉସରେ ସ୍ୱାଗତ ସମ୍ବର୍ଦ୍ଧନା ।
ବିଜୁ ଜନତା ଦଳର ୨୫ତମ ବର୍ଷ ପୂର୍ତ୍ତି ହେବ l
ମୁଖ୍ୟମନ୍ତ୍ରୀ Naveen Patnaik ଙ୍କ ଆହ୍ୱାନ କ୍ରମେ ବାଲେଶ୍ୱର ଟାଉନ ବିଜୁ ଯୁବ ଜନତା ଦଳ ଆନୁକୂଲ୍ୟରେ ବାଲେଶ୍ୱର ବିଧାୟକ ଶ୍ରୀଯୁକ୍ତ ସ୍ୱରୂପ କୁମାର ଦାସଙ୍କ ନେତୃତ୍ୱରେ ବାଲେଶ୍ୱର ସହର ବାରବାଟୀ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ l
@25
Click here to claim your Sponsored Listing.
Category
Contact the organization
Website
Address
Odisha
Bhubaneswar