Engineers without Borders - Student Chapter,CET
01/04/2025
ଉତ୍କଳ ଦିବସ ଅର୍ଥାତ୍ Odia Day—ଏକ ଦିନ ଯେଉଁଥିରେ ଓଡ଼ିଆ ଭାଷାର ପରିଚୟ, ଏହି ମାଟିର ଐତିହ୍ୟ ଓ ଗୌରବକୁ ସ୍ମରଣ କରାଯାଏ। ✨
ଏହି ପବିତ୍ର ଭୂମି ଯାହା ଶାନ୍ତି, ସମୃଦ୍ଧି, ସଂସ୍କୃତି ଏବଂ ଅଗ୍ରଗତି ପାଇଁ ପରିଚିତ!
ଉତ୍କଳ ଦିବସ ଉପଲକ୍ଷେ ଆପଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା, ଶୁଭକାମନା ଏବଂ ଅଭିନନ୍ଦନ!
ବନ୍ଦେ ଉତ୍କଳ ଜନନୀ! 🙏💙 - EWB ପରିବାରରୁ
#ଉତ୍କଳଦିବସ #ଓଡିଶାରଗୌରବ #ଜୟଉତ୍କଳ
Want your organization to be the top-listed Government Service in Bhubaneswar?
Click here to claim your Sponsored Listing.
Click here to claim your Sponsored Listing.
Category
Contact the organization
Website
Address
ODISHA UNIVERSITY OF TECHNOLOGY AND RESEARCH
Bhubaneswar
751003