ATV News Odisha

ATV News Odisha

Share

03/05/2025

ଚାଷୀଙ୍କ ହିତରେ ବିଜେପି ସରକାର ।

ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ରାଜ୍ୟର ପ୍ରତି ଜିଲ୍ଲା ସଦର ମହକୁମାରେ ୨୫୨ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବ ଶୀତଳଭଣ୍ଡାର । ଏହା ଦ୍ଵାରା କୃଷିଜାତ ଦ୍ରବ୍ୟ ସଂରକ୍ଷିତ ହେବା ସହ ଚାଷୀ ସଶକ୍ତ ହେବେ ।

Photos from ATV News Odisha 's post 03/05/2025

କଟକ କାଠଯୋଡି ନଦୀ ପାଖରେ ବ୍ରିଜ କାମ ଚାଲୁଥିବା ସମୟରେ ବଡ ଅଘଟଣ । ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଅଛନ୍ତି ।କାଠଯୋଡ଼ିରେ ବ୍ରିଜ୍ କାମ ଚାଲିଥିବା ବେଳେ କ୍ରେନ୍‌ ଛିଣ୍ଡି ପଡ଼ିବାରୁ ଅଘଟଣ lସ୍ଲାବ୍ ତଳେ ୫ ଶ୍ରମିକ ଚାପି ହୋଇଯାଇଥିଲେ , ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି ଓ ଦୁଇଜଣ ଗୁରୁତର ଥିବା । SCB ପ୍ରଶାସନିକ ଅଧିକାରୀ ସୁବାସ ରାୟଙ୍କ ସୂଚନା ଦେଇଛନ୍ତି l

26/01/2025

ସାଧାରଣତନ୍ତ୍ର ଦିବସ ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ! ATVNewsodisha

Photos from ATV News Odisha 's post 20/01/2025

ଖୋ ଖୋ ବିଶ୍ୱକପର ଉଦଯାପନୀ ଦିବସ ତଥା ପୁରସ୍କାର ବିତରଣ ସମାରୋହରେ ସାମିଲ ହେବା ପାଇଁ ନୂଆଦିଲ୍ଲୀ ଇନ୍ଦିରା ଗାନ୍ଧୀ ଇଣ୍ଡୋର ଷ୍ଟାଡିଅମରେ ପହଂଚିଛନ୍ତି ମାନ୍ୟବର କ୍ରୀଡ଼ାମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ । ଉଭୟ ପୁରୁଷ ଓ ମହିଳା ବିଭାଗର ଫାଇନାଲରେ ଭାରତ ଓ ନେପାଳ ପରସ୍ପରକୁ ସାମ୍ନା କରିବାକୁ ଯାଉଛନ୍ତି । ଓଡ଼ିଶାର ପୃଷ୍ଠପୋଷକତାରେ ଖେଳୁଥିବା ଆମ ଭାରତୀୟ ଦଳର ସଫଳତା ପାଇଁ ଖେଳାଳୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ATVNewsodisha

Want your business to be the top-listed Media Company in Bhubaneswar?
Click here to claim your Sponsored Listing.

Website

Address


Bhubaneswar