Actors SPACE

Actors SPACE

Share

15/12/2021

ଆକ୍ଟର୍ସ ସ୍ପେଶ୍ ହେଉଛି ଭୁବନେଶ୍ବର ସହର ସ୍ଥିତ ଏକ ପେଶାଦାର ନାଟ୍ୟସଂସ୍ଥା,ଯାହାକି କିଛି ଯୁବ ନାଟ୍ୟପ୍ରେମି ଙ୍କ ପ୍ରଚେଷ୍ଟା ଦ୍ବାରା ଚିନ୍ତା କରାଯାଇଛି,ଯେଉଁମାନେ ଅଭିନୟ ଏବଂ ନାଟକ କ୍ଷେତ୍ରରେ କିଛି ମୂଲ୍ୟବାନ କାମ କରିବାକୁ ଚାହୁଁଛନ୍ତି ।
ନାଟକ ସବୁବେଳେ ଆମ ମାନଙ୍କର ଜୀବନରେ ପ୍ରାଥମିକତା ପଦରେ ରହିଆସିଛି,ଯେଉଁମାନେ ଅଭିନୟ ଏବଂ ନାଟକ କ୍ଷେତ୍ର ରେ ନୂଆକାମ ଶିଖିବାକୁ,ପାଇବାକୁ ଏବଂ ଅନୁଭୂତି କରିବାକୁ ଚାହୁଁଛନ୍ତି,ଦୟାକରି ଆମ ସହିତ ଯୋଡି ହୁଅନ୍ତୁ ! ଧନ୍ୟବାଦ

Actors space is a professional theatre group based in Bhubaneswar,Odisha, It is designed by some young theatre lovers of the city who wants to do some valuable work in the field of acting and theatre.
Theatre has always taken primary position in our life,People who believe that they can learn,achieve and experience some meaningful work in the field of acting and theatre.Please do join us ! Thank you

Want your establishment to be the top-listed Arts & Entertainment in Bhubaneswar?
Click here to claim your Sponsored Listing.

Category

Website

Address


Bhubaneswar