Priya Education Development Council
01/01/2026
Happy New year 2026
18/11/2025
The Annual Function, Prize Distribution Ceremony, and Great Grand-Together Party were held at Priya Education Development Council, Agarpada, Bhadrak, on 14-15/11/2025.
17/11/2025
ପ୍ରିୟ ଶିକ୍ଷା ବିକାଶ ପରିଷଦ ପକ୍ଷରୁ ୨ ଦିନ ଧରି (୧୪/୧୧/୨୦୨୫ ଓ ୧୫/୧୧/୨୦୨୫) ବାର୍ଷିକ ଓ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଅଛି। ଏଥିରେ ମୁଖ୍ୟ ଅତିଥି ଭାବେ ବର୍ତ୍ତମାନର ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ବିଧାୟକ ମାନ୍ୟବର ସଂଜୀବ ମଲ୍ଲିକ, ପୂର୍ବତନ ମନ୍ତ୍ରୀ ଓ ପି ସି ସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ଶିକ୍ଷା ମନ୍ତ୍ରୀ ମାନ୍ୟବର ଜୟଦେବ ଜେନା, ଶ୍ରୀଯୁକ୍ତ ପ୍ରଫୁଲ୍ଲ ଜେନା (ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଭଦ୍ରକ), ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ଦାଶ (ପୁରୁଷଣ୍ଢ ସେବା ସମବାୟ ସମିତି), ଶ୍ରୀଯୁକ୍ତ ରାଜ କିଶୋର ସାଇଁ (ବ୍ଲକ୍ ସଭାପତି), ଡା. ସୁଶ୍ରୀ ସଙ୍ଗୀତ ବିଶ୍ଵାଳ (ଆଗରପଡା ମେଡିକାଲର ଭାର ପ୍ରାପ୍ତ ଅଧିକାରୀ), ଡ. କାର୍ତ୍ତିକେଶ୍ୱର ରାଉଳ (ଅଧ୍ୟକ୍ଷ, ଆଗରପଡା ସି.ଟି. ସ୍କୁଲ୍), ଶ୍ରୀଯୁକ୍ତ ନାରାୟଣ ଚନ୍ଦ୍ର ପାତ୍ର (ଅଧ୍ୟକ୍ଷ, ଆଗରପଡା ମହାବିଦ୍ୟାଳୟ), ଶ୍ରୀଯୁକ୍ତ ଅମୂଲ୍ୟ ନନ୍ଦ (ମଣ୍ଡଳ ସଭାପତି), ଡ. ଏସ୍. କେ. ଅବଦୁଲ ଜଫର ଅଲି (ଶିକ୍ଷାବିତ), ଶ୍ରୀଯୁକ୍ତ ଡ. ହରିହର ଦାସ, ପୁରୁସଂଧ ଗ୍ରା: ପ ସରପଞ୍ଚ ଶ୍ରୀଯୁକ୍ତ ପ୍ରକାଶ ବିଶ୍ଵାଳ, ପୂର୍ବତନ ସରପଞ୍ଚ ସତ୍ୟ ସାଧନ ବେଜ, ସତ୍ୟବାନ୍ ଦାସ, ପୂର୍ବତନ ସରପଞ୍ଚ କାର୍ତ୍ତିକ ଯେନା, ଯୁବନେତା ଦୀପକ ମହାନ୍ତି ଆଦି ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର, ଟ୍ରଫି ପ୍ରଦାନ ସହ ଉଜ୍ଜଳ ଭବିଷ୍ୟତ କାମନା କରିଥଲେ।
Priya Sir Coaching Center
16/11/2025
Annual Function
14/15-11-2025
14/06/2025
Happy Raja
14/04/2025
Happy Maha Vishuba Sankranti! Let this new year fill your day with Positivity, abundance, and protection.
26/01/2025
HAPPY 76TH REPUBLIC DAY
26/01/2025
HAPPY 76th REPUBLIC DAY
24/12/2024
ଓଡ଼ିଶାର_ନୂଆ_ରାଜ୍ୟପାଳ
ଡକ୍ଟର ହରିବାବୁ କମ୍ଭମ୍ପତି ଓଡ଼ିଶାର ନୂଆ ରାଜ୍ୟପାଳ
ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦେଲେ ରାଷ୍ଟ୍ରପତି
ମିଜୋରାମ୍ ରାଜ୍ୟପାଳ ଥିଲେ ଡକ୍ଟର ହରିବାବୁ କମ୍ଭମ୍ପତି
ରଘୁବର ଦାସଙ୍କ ସ୍ଥାନରେ ଦାୟିତ୍ଵ ନେବେ ଡକ୍ଟର ହରିବାବୁ କମ୍ଭମ୍ପତି
ମିଜୋରାମ୍ ରାଜ୍ୟପାଳ ହେଲେ ଜେନେରାଲ୍ ଡ. ବିଜୟ କୁମାର ସିଂ
କେରଳ ରାଜ୍ୟପାଳ ହେଲେ ରାଜେନ୍ଦ୍ର ବିଶ୍ଵନାଥ ଆର୍ଲେକର
ବିହାର ରାଜ୍ୟପାଳ ହେଲେ ଆରିଫ୍ ମହମ୍ମଦ ଖାନ୍
ମଣିପୁର ରାଜ୍ୟପାଳ ହେଲେ ଅଜୟ କୁମାର ଭାଲ୍ଲା
Click here to claim your Sponsored Listing.
Contact the organization
Telephone
Address
Purusandha, Agarpada, Near Agarpada College, Near Priya Sir Coaching Center, Agarpada
Bhadrak
756115
Opening Hours
| Monday | 7:30am - 6pm |
| Tuesday | 7:30am - 6pm |
| Wednesday | 7:30am - 6pm |
| Thursday | 7:30am - 6pm |
| Friday | 7:30am - 6pm |
| Saturday | 7:30am - 6pm |
| Sunday | 7:30am - 6pm |