TPD Live
13/07/2026
ମୁଁ ପାଗଲା ନୁହେଁ ପାଗଲାର ଅଭିନୟ କରୁଛି
Podcast with mu allrounder
11/07/2026
ବିଧାୟକ ଙ୍କ କରକୋମଳ ରେନୂତନ ମିଶନ ଶକ୍ତି ଗୃହ ଉଦଘାଟନ କରିବା ସହ ନୂତନ ଏକ କଲ୍ୟାଣ ମଣ୍ଡପ ର ଶିଳାନ୍ୟାସ କରିଛନ୍ତି ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ଭଦ୍ରକ ବ୍ଲକ ବାଉଦପୁର ପଞ୍ଚାୟତ ଓଗାଲପୁର ଗ୍ରାମରେ ଏକ ନୂତନ ମିଶନ ଶକ୍ତି ଗୃହ କୁ ଶୁଭ ଉଦଘାଟନ କରିବା ସହ ଏକ ନୂତନ କଲ୍ୟାଣ ମଣ୍ଡପ ର ଶିଳାନ୍ୟାସ କରିଛନ୍ତି ବିଧାୟକ ସୀତାଂଶୁ ଶେଖର ମହାପାତ୍ର, ପଞ୍ଚାୟତ ବାସୀଙ୍କ ଦୀର୍ଘ ଦିନର ଦାବୀ ଅଜି ପୂରଣ ହୋଇଛି ବୋଲି କହିଛନ୍ତି
Want your business to be the top-listed Media Company in Bhadrak?
Click here to claim your Sponsored Listing.
Click here to claim your Sponsored Listing.
Category
Website
Address
Tumbhapadi, Kaupur
Bhadrak
756113