Odisha Development Forum

Odisha Development Forum

Share

13/06/2026

ଖୁସି ଖବର 👏👏 ବ୍ରହ୍ମପୁର ଲୋକସଭା କ୍ଷେତ୍ରରେ ବିଭିନ୍ନ (Railway Over Bridge) ର କାମ ବିଭିନ୍ନ ପର୍ଯ୍ୟାୟରେ ରହିଛି। ୧୭ଟି ROB ମଧ୍ୟରୁ କେତେକର ଟେଣ୍ଡର ହୋଇସାରିଛି, କେତେକ ନିର୍ମାଣାଧୀନ ଅଛି ଓ କେତେକ ଅନୁମୋଦନ ପ୍ରକ୍ରିୟାରେ ଅଛି। ଆପଣଙ୍କ ନିକଟସ୍ଥ ROB କେଉଁ ପର୍ଯ୍ୟାୟରେ ଅଛି, ତାହା EASTCOASTRailway ଏହି ତାଲିକାରୁ ଜାଣନ୍ତୁ।

Dr. Pradeep Kumar Panigrahy K Anil Kumar District Administration, Ganjam

09/06/2026

#ବ୍ରହ୍ମପୁର ରେଳ ଷ୍ଟେସନ, ବ୍ରହ୍ମପୁର ( #ଗୋପାଳପୁର) - ସମ୍ବଲପୁର ( #ରେଢ଼ାଖୋଲ) ଭାୟା #ଫୁଲବାଣୀ ଓ ଗୋପାଳପୁର - #ରାୟଗଡା ରେଳ ପଥର କାର୍ଯ୍ୟ ପ୍ରଗତି କଣ ହୋଇଛି ଏହି EASTCOASTRailway ଲେର୍ଟର ରୁ ଦେଖନ୍ତୁ I
ଆଶା, ମାନନୀୟ ରେଳମନ୍ତ୍ରୀ Ashwini Vaishnaw ଏହି ଦୁଇ ରେଳପଥ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ🙏

Photos from Future Brahmapur's post 01/06/2026
Want your organization to be the top-listed Non Profit Organization in Berhampur?
Click here to claim your Sponsored Listing.

Telephone

Address


Hill Patna
Berhampur
760001