I2i Host

I2i Host

Share

20/07/2020

ପିଲାମାନଙ୍କ ପାଇଁ ସବୁଠାରୁ ଭଲ ଗଣିତ ଅପ୍ପ ଡାଉନଲୋଡ କରନ୍ତୁ ଏବଂ ନିଜପିଲାକୁ ଗଣିତ ବିଶାରଦ ବନିବାରେ ସାହାର୍ଯ୍ୟ କରନ୍ତୁ ।

ଡାଉନଲୋଡ କରନ୍ତୁ : https://play.google.com/store/apps/details?id=app.mland.mathbuddy.android

ଗଣିତ – ଏହା ଏକ ନିତ୍ୟ ବ୍ୟବହାର୍ଜ୍ୟ ପଥ ଯାହାକି ବହୁତ ମଜାଦାର ଏବଂ ନୀତି ବ୍ୟବହାର୍ଜ୍ୟ ରେ ଆସୁଥିବା ଏକ ଜରୁରି ଶିକ୍ଷା । ଏହା ସଫଳତାର ମାର୍ଗ ଅଟେ ।
ମ୍ୟାଥ ବଡି – ଏକ ଗାଣିତିକ ଖେଳ ଅଟେ, ଯାହାଦ୍ଵାରା ଆପଣଙ୍କୁ ବହୁତ ସାରା ମଜାଦାର ଗାଣିତିକ ହିସାବ ସମାଧାନ କରିପାରିବେ, ଏବଂ ନିଜ ମସ୍ତିସ୍କ କୁ ଆପଣ ଅତି ସହଜ ଉପାଯରେ ଗଣିତ ସହ ନିଜକୁ ଯୋଡି ହିସାବ ରେ ନିଜକୁ ନିପୁଣ କରନ୍ତୁ । ଏହା ଏକ ସହଜ ଏବଂ ସରଳ ଉପାୟ ଗଣିତକୁ ଶିଖିବାର ।
ମ୍ୟାଥ ବଡି ଛାତ୍ର, ଶିକ୍ଷକ ଏବଂ ମତ ପିତା ଙ୍କ ପାଇଁ ଏକ ସରଳ କିନ୍ତୁ ଅଦ୍ଭୁତ ଗଣିତ ଅନୁପ୍ରୟୋଗ ଅଟେ । ୩୬ ରୁ ଆଦିକ ଗାଣିତିକ ପ୍ରଶ୍ନ / ପ୍ରଶ୍ନୋତ୍ତର ଗୁଡିକର ଉପଯୋଗ କରି ନିଜ ମସ୍ତିସ୍କର ଗାଣିତିକ ଶକ୍ତି ବଢନ୍ତୁ । ଏହା ପିଲାମାନଙ୍କ ପାଇଁ ଏକ ପ୍ରକାର ର ଗଣିତ ଖେଳ ଅଟେ ଯାହା ଗାଣିତିକ ଗଣନା ପାଇଁ ଅତ୍ୟଧିକ ଉଦିଷ୍ଟା ଅଟେ । ଏହା ଏକ ଦୈନିକ ଗଣିତ ଅଭ୍ୟାସ ଅଟେ ଯାହା ପିଲାଙ୍କର ନୀତିଦିନରେ ଗଣିତ ଅଭ୍ଯାସରେ ସହାୟକ ହୋଇଥାଏ ଏବଂ ହିସାବ ପତ୍ର ରେ ଆପଣକ ପିଲକୁ ପାରଙ୍ଗମ କରାଇଥାଏ । ପ୍ରିଣ୍ଟ ହୋଇପାରୁଥିବା ଗଣିତ କୁଇଜ ପିଲାଙ୍କୁ ବୁନିଆଦି ଗଣିତରେ ସୁଦୃଢ କରିଥାଏ ଏବଂ ଗଣିତର ଅନ୍ୟ ତଥ୍ୟ ଉପରେ ସଠିକତା ସହ ସମ ଗତିରେ ସୁଧାର କରିବାପାଇଁ ଅଭ୍ୟାସ ଖେଳ ବହୁ ମୂଲ୍ୟ ରେ ସହାୟକ ହୋଇଥାଏ ।
ଏହି ଗଣିତ ଖେଳ ପିଲା ଏବଂ ବୟସ୍କ ଉଭୟଙ୍କ ପାଇଁ ଉପଯୁକ୍ତ ହେବ, ଯେଉଁଥିରେ ବହୁତ ସ୍ତର ସରଳରୁ ଜଟିଳ ପର୍ଯ୍ୟନ୍ତ ଉପଲବ୍ଧ, ଯାହାମଧ୍ୟରୁ ପ୍ରତ୍ଯୋକ ରେ ଗାଣିତିକ କାର୍ଯ୍ୟ ସାମିଲ ଅଛି, ସମସ୍ତେ କିଛି ଉପଯୁକ୍ତ ପାଇପାରିବେ । ପ୍ରତ୍ଯୋକ ସ୍ତର କମ ଏବଂ ଅଧିକ ଜଟିଳ ଏବଂ ମନଲୋଭୀ ଅଟେ । ନିଜ ମସ୍ତିସ୍କ କୁ ପ୍ରଶିଖିତ କରନ୍ତୁ ଏବଂ ନିଜ ଗଣିତ କୌଶଳ ରେ ସୁଧାର ଆଣନ୍ତୁ ।
ସବୁ ସ୍ତରକୁ ପୂରଣ / ସେସ କରନ୍ତୁ ଏବଂ ନିଜକୁ ଗାଣିତିକ ହିସାବ ପାଇଁ ଉପଯୁକ୍ତ ଏବଂ ପାରଙ୍ଗମ କରି ଗଢିତୋଳାନ୍ତୁ ।
ଅପ୍ପ ର ବିଶେଷତ୍ବ:
• ନିଜର କୃତକର୍ଜ୍ୟ ଦସ୍ତବେଜ ପ୍ରିଣ୍ଟ କରନ୍ତୁ ( ଉତ୍ତର ସହ / ଉତ୍ତର ବୀନା )
• ଦୈନିକ ପରୀକ୍ଷା / ପ୍ରଶ୍ନୋତ୍ତର
• ଦେଇଥିବା ଉତ୍ତର ଆଧାରରେ ମୂଲ୍ୟାଙ୍କନ
• ଯୋଗ
• ବିୟୋଗ
• ଗୁଣନ
• ହରଣ
• ପତିଶତ
• ବର୍ଗ / ବର୍ଗମୂଳ
• ଘାନା / ଘନମୂଳ
• ସୁନୟସ୍ଥାନ ପୂରଣ
ଏବଂ ବହୁତ କିଛି

ଅପ୍ପ ବ୍ୟବହାରର ଲାଭ :
• ନିଜ ଗଣିତ କୌଶଳକୁ ପରୀକ୍ଷଣ କରନ୍ତୁ: ଗଣିତ ଦକ୍ଷତା ସ୍ତର କୁ ମୂଳଙ୍କନ ପାଇଁ ବିଶେଷ ରୂପରେ ଏକ ସିଲବସ ର ଗୋଛା ପ୍ରଦାନ କରେ ।
• ନିଜ ଗଣିତ ଜ୍ଞାନ କୁ ସଂଶୋଧନ କରନ୍ତୁ : ଆପଣଙ୍କ ଦ୍ଵାରା ପୂର୍ବରୁ ପାଢୀଥିବା ଗଣିତ ସାମଗ୍ରୀକୁ ସଂଶୋଧନ କରିବାପାଇଁ ସରଳ ଏବଂ ସମୟବଦ୍ଧ ଉପାଯରେ ସୁନିଶ୍ଚିତ କରନ୍ତୁ କି ଏହା ଆପଣଙ୍କର ସ୍ମୃତି ରେ ସବୁଦିନ ପାଇଁ ସାୟତହୋଇ ରହିଗଲା ।
• ଗଣିତରେ ନିଜର ଶକ୍ତି ଏବଂ ଆବଶ୍ୟକତା କୁ ଚିହ୍ନନ୍ତୁ : ଗଣିତର ସେହି ବିଷୟ ଉପରେ ଅଧିକ ଧ୍ୟାନ ଦିଅନ୍ତୁ ଯାହା ଉପରେ ଅଧିକ ଧ୍ୟାନଦେବା ଜରୁରି ଅଟେ । ନିଜର ଗଣିତ ଜ୍ଞାନର କମଜୋର ଦିଗ କୁ ଚିହ୍ନନ୍ତୁ ଏବଂ ବାହାର କରନ୍ତୁ ଏବଂ ପ୍ରତ୍ୟକ ଦିନ ର ଅଭ୍ୟାସ ବଳରେ ପୁରଣତ ପ୍ରାପ୍ତ କରନ୍ତୁ ।
• ଗଣିତ ପରୀକ୍ଷା ରେ ସଫଳତା ଲାଭ କରନ୍ତୁ : ସୁନିଶ୍ଚିତ କରନ୍ତୁ କି ଆପଣ ଆଗାମୀ ପରୀକ୍ଷା ପାଇଁ ପୂର୍ଣ ରୂପରେ ପ୍ରସ୍ତୁତ ଅଛନ୍ତି । ପରୀକ୍ଷା ପାଇଁ ଗଣିତ କୁଇଜ ପୁରଣରୂପରେ ଅଭ୍ୟାସ କରନ୍ତୁ ଆଉ ନିଶ୍ଚିତ ସଫଳତା ହାସଲ କରନ୍ତୁ ।
କୌଣସି ଅସୁବିଧା ର ସମାଧାନ ପାଇଁ ଆମେ ସର୍ବଦା ତତ୍ପର ଅଟୁ :
ଏହାର ନୂତନ ସଂସ୍କରଣ ବହୁତ ଜଲ୍ଦି ଆସୁଛି, ଅପେକ୍ଷା କରନୁ !!!!!!!!
ବହୁତ ମଜାଦାର ଏବଂ ଶିକ୍ଷଣୀୟ ଅପ୍ପ ! ଏହାର ସମ୍ପୂର୍ଣ ଲାଭ ଉଠାନ୍ତୁ, ଏହା ମାଗଣା ଉପଲବ୍ଧ ଅଟେ । ଏହାପାୟନ କୌଣସି ଦେୟ ଦେବାପାଇଁ ପଡିବ ନହିଁ ।

ସହାୟତା ପାଇଁ ସମ୍ପର୍କ କରନ୍ତୁ,
ଏମଲ୍ୟାଣ୍ଡ ଇଣ୍ଡିଆ ଟୀମ
ଇମେଲ ଆଇଡି : [email protected]
ମୋବାଇଲ ନମ୍ବର : +91-8895-648-434

Want your business to be the top-listed Advertising & Marketing Company in Balasore?
Click here to claim your Sponsored Listing.

Address


Station Bazaar, Rupsa, Odisha
Balasore
756028

Opening Hours

Monday 9am - 7pm
Tuesday 9am - 7pm
Wednesday 9am - 7pm
Thursday 9am - 7pm
Friday 9am - 7pm
Saturday 9am - 7pm