Prava digital

Prava digital

Share

31/10/2022

ପ୍ରିୟ ବନ୍ଧୁ ଗଣ! ସମସ୍ତଙ୍କୁ ପ୍ରଣାମ,
ଦିନକୁ ଦିନ ମୁଦ୍ରିତ ପତ୍ର ପତ୍ରିକା ର ଅଭାବ ପରିଲକ୍ଷିତ ହେଉଛି।ପାଠକୀୟ ଆଦୃତି କମିବା କାରଣରୁ ଅନେକ ପତ୍ରିକାର ମୁଦ୍ରଣ ବନ୍ଦ ହୋଇ ଯାଇଛି।କେତେକ ରୁଗ୍ଣ ଅବସ୍ଥାରେ।ଏହାର କାରଣ ଲୋକେ ଅଧିକ ମାତ୍ରାରେ ବୈଦ୍ୟୁତିକ ମାଧ୍ୟମ କୁ ବ୍ୟବହାର କରୁଛନ୍ତି।ଯାହା ଫଳରେ ମୁଦ୍ରିତ ପତ୍ରିକାର ପାଠକୀୟ ଆଦୃତି କମିଛି।ପାଠକଙ୍କ ଆଦୃତି କମିବା କାରଣରୁ ଲେଖକ ମାନେ ମଧ୍ୟ ନିଜର ସ୍ପୃହା ହରାଇଲେଣି।ଯାହା ଫଳରେ ସାହିତ୍ୟ ମରୂ ନଈ ପାଲଟି ଗଲାଣି।ସମାଜ ସଂସ୍କାରର ମୁଖ୍ୟ ମାଧ୍ୟମ ସାହିତ୍ୟ।ସାହିତ୍ୟ ସମାଜର ହିତ ସାଧନ କରେ।ତେଣୁ ପାଠକଙ୍କ ଆବଶ୍ୟକତା କୁ ଦୃଷ୍ଟି ଦେଇ "ପ୍ରଭା"ଆତ୍ମ ପ୍ରକାଶ କରିଛି।ଏଥିରେ କବିତା,ଗଳ୍ପ,ପ୍ରବନ୍ଧ,ଶିଶୁ ସାହିତ୍ୟ ଆଦି ନୂତନ ଓ ପୁରାତନ କବିଙ୍କ ଲେଖା ସ୍ଥାନ ପାଇବ।ଆଶା କରୁଛୁ ଆପଣ ମାନେ ସହଯୋଗ କରିବେ।ମତାମତ ଅପେକ୍ଷାରେ ।
ବନ୍ଦେ ଉତ୍କଳ ଜନନୀ।

Want your business to be the top-listed Media Company in Balasore?
Click here to claim your Sponsored Listing.

Category

Website

Address


Baleswar
Balasore
756001