Garasang

Garasang

Share

Stock Analysis 04/09/2023

ମୋ ମତରେ କଳିଯୁଗ ର କୁବେର ହେଲା ସେୟାର ମାର୍କେଟ । ଆପଣ ଯେତେ ଚାଂହିବେ ରୋଜଗାର କରିପାରିବେ ହେଲେ ତା ପାଇଁ ସେମିତି ତପସ୍ୟା ଦରକାର । ଆଉ ଆଜି କାଲିର ପିଲା ମାନେ ସକାଳେ ୧୦୦୦ ଟଙ୍କା ବିନିଯୋଗ କରି ସନ୍ଧ୍ୟା ରେ ୧୦୦୦୦ ର ସ୍ବପ୍ନ ଦେଖନ୍ତି ହେଲେ ଏଇଟା କେବଳ ବେଳେ ବେଳେ ସମ୍ଭବ ହେଲେ ସବୁ ବେଳେ ନୁହଁ। ଆଜି କାଲି ସମସ୍ତେ ପ୍ରାୟ ଲସ ରେ ଚାଲିଛନ୍ତି । କାରଣ ଅନେକ ହେଲେ କେହି ମନିବେ ନାହିଁ । ସବୁ କିଛି ଶିଖିବା ପାଇଁ ବର୍ଷ ବର୍ଷ ଲାଗି ଯିବ। ଦେଖିଲେ ଅନେକ ଦୁଃଖ ଲାଗୁଛି ଯେ ପିଲାମାନେ ଜୁଆ ଭଳି ଖେଳିବା ଆରମ୍ଭ କଲେଣି ମାର୍କେଟ କୁ । ମୁଁ ବି ପାଖା ପାଖି ୧୭ ବର୍ଷ ହେବ ମାର୍କେଟ ସହିତ ଜଡିତ । ହେଲେ ବିଗତ ୨ ବର୍ଷ ହବ ଟିକେ ମାର୍କେଟ ରୁ ସନ୍ନ୍ୟାସ ନେଇ Feribala ରେ ଲାଗିଛି। ହେଲେ ଏବେ ମୋର ଆଉ ସେଥିରେ ବିନିଯୋଗ କରିବାର ନାହିଁ କିନ୍ତୁ ଯାହା ଶିଖିଚି ତାହା ସମସ୍ତଙ୍କୁ ଶିଖାଇ ଦେବାକୁ ଚାହେଁ ଏବଂ ପିଲାମାନେ ଯେମିତି ପ୍ରଫିଟ କରିବେ ତାହା କହିବାକୁ ଚେଷ୍ଟା ରହିବ । ଯଦି ଆପଣ ସତରେ ଶିଖିବା ସହ ରୋଜଗାର କରିବାକୁ ଚାହାନ୍ତି ତାହାଲେ ନିଶ୍ଚିତ ଜଏନ କରନ୍ତୁ ମୋ ଗ୍ରୁପ୍। ସଂପୂର୍ଣ୍ଣ ସହଯୋଗ ରହିବ ଆପଣଙ୍କ ପାଇଁ ।

https://chat.whatsapp.com/KX2hVimnuZj3kxpqNrumAS

👉 ୯୫% ଏକୁରେସୀ
👉 Proper Entry Exit Level
👉 Profit Calculator
👉 Fund Analysis
👉 Cash & Option

Stock Analysis WhatsApp Group Invite

Godfather || धर्म-पिता || Smile House || Manoj Pati || Arabinda Das || @tseries 08/12/2022

Godfather || धर्म-पिता || Smile House || Manoj Pati || Arabinda Das || @tseries Godfather || धर्म-पिता || Smile House || मुस्कान हाउस Disclaimer-:Copyright Disclaimer under Se...

21/08/2022

🙏 ନିଶ୍ଚିତ ଦେଖନ୍ତୁ 🙏

Want your organization to be the top-listed Government Service in Balasore?
Click here to claim your Sponsored Listing.

Category

Telephone

Address


At-Po :/Garasang , Via :/Ada , Dist :/Balasore
Balasore
756134