Balasore Local News
#ହନୁମାନ_ମନ୍ଦିର_ପ୍ରତିଷ୍ଠା_ଉତ୍ସବ
ବାଲେଶ୍ଵର ଚାନ୍ଦିପୁର ହିଡିଗାଁ ତପନ ଛକରେ ଥିବା ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ୨୦୧୮ଠାରୁ ପ୍ରଭୁଙ୍କ ବାର୍ଷିକ ଉତ୍ସବ ପାଳିତ ହୋଇଆସୁଅଛି। ଚଳିତବର୍ଷ ନବମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏନେଇ ସକାଳ ୧୦ଟା ଠାରୁ ହନୁମାନଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ସଂଧ୍ୟାରେ ପୂଜାର୍ଚ୍ଚନା ଶେଷ ହେବା ପରେ କମିଟି ପକ୍ଷରୁ ପ୍ରସାଦ ବଣ୍ଟନ କରାଯାଇଥିଲା। ପ୍ରାୟ ୨ ହଜାରରୁ ଅଧିକ ଭକ୍ତ ହନୁମାନଙ୍କ ଦର୍ଶନ ସହ ପ୍ରସାଦ ସେବନ କରିଥିଲେ।
#
ିଲୋମିଟର_ସାଇକେଲରେ_ଶବ_ବୋହିବା_ଘଟଣା
#ପ୍ରତିକ୍ରିୟା_ରଖିଲେ_SP_
ସାଇକେଲରେ ଶବ ରଖି ବୋହି ଆଣିଲେ ୧୨ କିଲୋମିଟର। ବାଲେଶ୍ୱର ଖଇରାରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ବେଳେ ଅଭିଯୁକ୍ତଙ୍କୁ ଧରିବା ଦାବିରେ ସାଇକେଲରେ ମୃତଦେହ ଆଣି ଥାନା ସମ୍ମୁଖରେ ଧାରଣା ଦେଇଥିଲେ ପରିବାର ଲୋକେ। ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବାଲେଶ୍ଵର SP ପ୍ରତ୍ୟୁଷ ଦିବାକର। ଶୁଣନ୍ତୁ କଣ କହୁଛନ୍ତି SP...
#
#ମିଳିଲାନି_ନ୍ୟାୟ
#ସାଇକେଲରେ_୧୨_କିଲୋମିଟର_ବୋହିଆଣିଲେ_ଶବ
କେଉଁଝର ପରେ ଏବେ ଚର୍ଚ୍ଚାରେ ବାଲେଶ୍ଵର। କେଉଁଝରରେ ଭାଇ ମୃତ ଭଉଣୀର କଙ୍କାଳ ବୋହିଥିଲେ। ଆଉ ଏବେ ବାଲେଶ୍ଵରରେ ନ୍ୟାୟ ପାଇଁ ପରିବାର ଲୋକେ ସାଇକେଲରେ ଶବ ବୋହି ଆଣିଲେ। ଖଇରା ଥାନା ଅଞ୍ଚଳରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ବେଳେ ଅଭିଯୁକ୍ତଙ୍କୁ ଧରିବା ଦାବିରେ ଖଇରା ଥାନାକୁ ସାଇକେଲରେ ମୃତଦେହ ଆଣି ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି ପରିବାର ଓ ସମ୍ପର୍କୀୟ। ଏହି ଘଟଣା ଏବେ ସାରା ଭାରତରେ ଚର୍ଚ୍ଚା।
#
12/05/2026
#ସାଇକେଲରେ_ବୁହାହେଲା_ଶବ
ବାଲେଶ୍ୱର ଖଇରାରେ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ବେଳେ ଅଭିଯୁକ୍ତଙ୍କୁ ଧରିବା ଦାବିରେ ଖଇରା ଥାନାକୁ ସାଇକେଲରେ ମୃତଦେହ ଆଣି ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି ସମ୍ପର୍କୀୟ। ପୋଲିସର ତଦନ୍ତରେ ଅବହେଳା ଅଭିଯୋଗ ହୋଇଛି।
#
Click here to claim your Sponsored Listing.
Category
Website
Address
Balasore