Helping Society Balasore

Helping Society Balasore

Share

14/05/2026

ରକ୍ତଦାନ - ମାନବିକତାର ଶ୍ରେଷ୍ଠ କାର୍ଯ୍ୟ 💉🩸
ଖରା,ବର୍ଷା କିମ୍ବା ଶୀତ ଯାହାବି ହେଉ ଆମ ସଂଗଠନ ର
ଗୋଟିଏ ଫୋନ ରେ ସ୍ବେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ଆଗେଇ ଆସୁଥିବା ଭାଇ ଭଉଣୀ ମାନଙ୍କୁ ହୃଦୟରୁ ଶୁଭେଚ୍ଛା ଓ ଅଭିନନ୍ଦନ 🌹
ସୋର ରୁ ଆସିଥିବା ଜଣେ ରୋଗୀ O Positive ରକ୍ତପାଇଁ ବହୁ ଦୁଃଖୀ ହୋଇ ହେଲପିଙ୍ଗ ସୋସାଇଟି କୁ ଯୋଗାଯୋଗକରିଥିଲେ ,
ଏହି ଖବର ଶୁଣିବା ମାତ୍ରେ ଆମ ସଂଗଠନ ସଙ୍ଗେ ସଙ୍ଗେ ଚିକିତ୍ସାଳୟ ରେ ପହଞ୍ଚି ଜଣେ ରକ୍ତଦାତା କୁ ନେଇ ରକ୍ତଦାନ କରିଥିଲେ , ରକ୍ତଦାତା ଭାଇ ଙ୍କୁ ହୃଦୟ ରୁ ବହୁତ ବହୁତ ଧନ୍ୟବାଦ....।।

Want your organization to be the top-listed Non Profit Organization in Balasore?
Click here to claim your Sponsored Listing.

Telephone

Address


Balasore
756002

Opening Hours

Monday 10am - 6pm
Tuesday 10am - 6pm
Wednesday 10am - 6pm
Thursday 10am - 6pm
Friday 10am - 6pm
Saturday 10am - 6pm
Sunday 10am - 6pm