Seva dil se

Seva dil se

Share

Photos from Seva dil se's post 03/07/2022

#ଯାଜପୁର_ଜିଲ୍ଲା_ସାର୍ଥକ_ଫାଉଣ୍ଡେସନ_ଓ_କମଳାକାନ୍ତ_ମିଶ୍ର_ଫାଉଣ୍ଡେସନର_କାର୍ଯ୍ୟକ୍ରମ_ନିଶ୍ଚୟ_ସ୍ୱାଗତ_ଯୋଗ୍ୟ 🙏🏻

ପବିତ୍ର ବିରଜାଙ୍କ ମାଟି ଯାଜପୁର ର ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ସମାଜ ସେବୀ ସ୍ଵର୍ଗତ କମଳାକାନ୍ତ ମିଶ୍ରଙ୍କ ସ୍ମୃତି ଉଦ୍ଦେଶ୍ୟରେ
ସାର୍ଥକ ଫାଉଣ୍ଡେସନ ଓ କମଳାକାନ୍ତ ମିଶ୍ର ଫାଉଣ୍ଡେସନ ତରଫରୁ ଏକ ଭବ୍ୟ ସାଂସ୍କୁତିକ କାର୍ଯକ୍ରମ ଏବଂ ବାର୍ଷିକୋତ୍ସବ ସ୍ଥାନୀୟ ଗୌତମବୁଦ୍ଧ ସଂସ୍କୃତି ଭବନ ପରିସରରେ #ପବିତ୍ର_ରଥଯାତ୍ରା ଅବସରରେ ମହା ଆଡ଼ମ୍ବରରେ ଅନୁଷ୍ଠିତ ହୋଇ ଯାଇଛି।

ଏହି ଅବସରରେ ଫାଉଣ୍ଡେସନ ଅଧ୍ୟକ୍ଷ ସମାଜ ସେବୀ ଶ୍ରୀ ସଞ୍ଜୟ ମିଶ୍ର ଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକ ଯୋଗଦେଇ ସ୍ଵର୍ଗତ ମିଶ୍ରଙ୍କ ପୁତ୍ର ମାନେ ବାପାଙ୍କ ସ୍ମୃତିରେ ଏଭଳି ସେବା କାର୍ଯ୍ୟ ପ୍ରତିବର୍ଷ ରଥଯାତ୍ରା ଅବସରରେ ପାଳନ କରି ଭିନ୍ନକ୍ଷମ ଅସହାୟ ଗରିବ ଲୋକ ମାନଙ୍କୁ ସହାୟତା ପ୍ରଦାନ କରିବା ସହିତ ଜିଲ୍ଲା ଏବଂ ଜିଲ୍ଲା ବାହାରେ ସମାଜ ସେବା କ୍ଷେତ୍ରରେ ସମାଜ ପ୍ରତି ଅବଦାନ ଥିବା ସମାଜ ସେବୀ ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ସମାଜ ସେବା ରେ ଉଲେଖନୀୟ ଅବଦାନ ଦେଇଥିବା ତାମିଲନାଡୁ ର ବରିଷ୍ଠ ସମାଜସେବୀ ଉମା ମହେଶ୍ଵରମ ଙ୍କୁ ସମ୍ମାନିତ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ପୌରାଧ୍ୟକ୍ଷ, ଶିକ୍ଷାବିତ୍ ଏବଂ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ଏଭଳି ପ୍ରଶଂସନୀୟ କାର୍ଯ୍ୟକ୍ରମ କୁ ଭୂରି ଭୂରି ପ୍ରସଂଶା କରିବା ସହିତ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଠି କରିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ । ସଂଗଠନ
ତରଫରୁ ବିଭିନ୍ନ ଅନୁଷ୍ଠାନକୁ ସମ୍ବର୍ଦ୍ଧିତ କରାଯିବା ସହ ପଞ୍ଚାୟତ ର ବିଶେଷ ବ୍ୟକ୍ତି ବିଶେଷ ଏବଂ ପ୍ରତିନିଧି ମାନଙ୍କୁ
ପୁନଶ୍ଚ କରୋନାର ଭୟାଭୟତାକୁ ଆଖି ଆଗରେ ରଖି








ଆଦି ପ୍ରଦାନ କରା ଯାଇଛି।

Want your business to be the top-listed Beauty Salon in Balasore?
Click here to claim your Sponsored Listing.

Category

Website

Address


Khaira
Balasore
756059