Ranjit Kumar Parida
22/07/2023
ଗୋଟେ ଇଛା ଏଇଆ ଥାଏ କି
ହୁଦୟର କ୍ଷତକୁ କେହି ଦେଖି ନ ଦେଉ
ଆଉ ଗୋଟେ ଇଛା ଏଇଆ ଥାଏ
କେହି ଜଣେ ଥାନ୍ତା କି,,,,
ହୁଦୟର କ୍ଷତକୁ ଦେଖବା ପାଇଁ,,,,,
21/07/2023
ଗୋଟିଏ ଦିନ ତୁମକୁ ନିସ୍ଛୟ ଅନୁଭବ କରିବା କୁ ହେବ ଯେ
ଦୁନିଆରେ ଏମିତି ଜଣେ କିଏ,,,,
ଥିଲା ଜିଏ ତୁମକୁ ବିନା ସୁଆଥ ରେ
ଭଲ ପାଉଥିଲା,,,,,,
07/07/2023
ଭଲ ଲୋକଙ୍କୁ ଭୁଲ ବୁଝୁଥିବା ମଣିଷ
ଭବିଷ୍ୟତରେ ବହୁତ ପସ୍ତାଏ । ଯେତେବେଳେ ଠିକ ବୁଝିବା ଆରମ୍ଭ କରେ ସେତେବେଳକୁ ସବୁ ସରି ଯାଇଥାଏ ।
"ଜୟ ଜଗନ୍ନାଥ"
🙏🏻🌹 ଶୁଭ ସକାଳ 🌹🙏
Want your business to be the top-listed Beauty Salon in Balasore?
Click here to claim your Sponsored Listing.
Click here to claim your Sponsored Listing.
Category
Website
Address
Jahata
Balasore