DEBU Network
25/11/2024
େଦରଦୀ...
19/11/2024
ଆଜି ଆମ ଦହମୁଣ୍ଡା ହାଇସ୍କୁଲର କୁନି ବିଦ୍ୟାର୍ଥୀ ବୈଜ୍ଞାନିକମାନେ ଖୁବ ସୁନ୍ଦର ପ୍ରକଳ୍ପ ତିଆରି କରି ପ୍ରଦର୍ଶନ କଲେ l ସେମାନଙ୍କ ଅକ୍ଲାନ୍ତ ପରିଶ୍ରମ ଓ ନିଷ୍ଠା ସତରେ ପ୍ରଶଂସାଯୋଗ୍ୟ l
ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ/ଶିକ୍ଷୟିତ୍ରୀ ମାମି ଅପା, ଜ୍ୟୋତି ଅପା, ସୌରଭ ସାର, ଚନ୍ଦ୍ରଶେଖର ସାର ଓ ସର୍ବୋପରି ପ୍ରଧାନ ଶିକ୍ଷକ ଆଲୋକ ସାରଙ୍କ ପ୍ରେରଣା ଓ ମାର୍ଗଦର୍ଶନ ନିମନ୍ତେ ସେମାନଙ୍କୁ ମଧ୍ୟ ଅୟୁତ ସାଧୁବାଦ l
Want your business to be the top-listed Media Company in Balasore?
Click here to claim your Sponsored Listing.
Click here to claim your Sponsored Listing.
Category
Contact the business
Telephone
Website
Address
AT/P. O/BARBATIA
Balasore
756079