pk_munu
12/10/2023
ନାରୀ ସଶକ୍ତିକରଣ @ real women empowerment
ସମଦିନରେ ଓ ସମାନ ଢଙ୍ଗରେ ଜନ୍ମ ମୃତ୍ୟୁ , ଜଣକ ହତ୍ୟାରେ ହୋହାଲ୍ଲା କିନ୍ତୁ ବିନା ପୋଷ୍ଟ ମର୍ଟମରେ ତତ୍କାଳୀନ ପ୍ରଧାନମନ୍ତ୍ରୀଙ୍କ ତରବରିଆ ଶେଷକୃତ୍ୟ ସାରିବା ଓ ମୃତ୍ୟୁ ଆଜି ପର୍ଯ୍ୟନ୍ତ ରହସ୍ୟ ଘେରରେ
କଥାଟା କାଇଁ ହଜମ ହେଉନି !!
ଭାଜପା ଶାସିତ MP ରେ ବାଳିକା ଅତ୍ୟାଚାର ଉପରେ I.N.D.I.A. ସଦସ୍ୟଙ୍କ ନିନ୍ଦାକୁ ମୁଁ ପୂର୍ଣ୍ଣମାତ୍ରାରେ ସମର୍ଥନ କରୁଛି କିନ୍ତୁ ବଙ୍ଗଳା ଓ ରାଜସ୍ଥାନର ଧର୍ଷଣ ଓ ହତ୍ୟାକୁ ସେମାନେ ମୋ ସହ ଦୃଢ଼ ନିନ୍ଦା କରିପାରିବେ ତ !!!
ଛିଃ...ଧିକ୍ ତମ ହୀନ ରାଜନୀତିକୁ 👎
28/09/2023
ଆଜିର ଝିଅ ପୁଅଙ୍କ ତୁଳନାରେ କୋଉ ଗୁଣରେ କମ୍ କି ?
ୟାଙ୍କର ଗଣେଶ ବିସର୍ଜନକୁ ତାଙ୍କର ଖୁଦୁରୁକୁଣୀ
💯
ଓଡ଼ିଶାର ପ୍ରଥମ ମହିଳା ବାଚସ୍ପତି କିଏ ?
ଓଡ଼ିଶାର ଗଣପର୍ବ ନୂଆଁଖାଇ ଉପଲକ୍ଷେ ସମସ୍ତଙ୍କୁ
ନୂଆଁଖାଇ 🙏
ପଶ୍ଚିମ ଓଡ଼ିଶାର ସମସ୍ତ ସରପଞ୍ଚ ମାନଙ୍କୁ ଅନୁରୋଧ ( କରୋନା କାଳ ପରି ସାର୍ବଭୌମ କ୍ଷମତା ) ଭିଟୋ ପାୱାର ବ୍ୟବହାର କରି ନୂଆଁଖାଇ ଉପଲକ୍ଷେ ନିଜ ପଞ୍ଚାୟତରେ ତିନିଦିନ ଛୁଟି ଘୋଷଣା କରନ୍ତୁ ।
ମାଁ ବାପାଙ୍କ ୨୦ବର୍ଷର ପ୍ରେମ
VS ୬ମାସିଆ ପ୍ରେମ କାହାଣୀ
Click here to claim your Sponsored Listing.
Contact the business
Telephone
Website
Address
Balangir
767001