BJP Rourkela District
31/08/2025
ବିଜେପି କୁଆଁରମୁଣ୍ଡା ମଣ୍ଡଳ କମିଟି ଘୋଷଣା
ବିଜେପି ରାଉରକେଲା ଜିଲ୍ଲା ସଭାନେତ୍ରୀ ମାନନୀୟା ଶ୍ରୀମତୀ ପୁର୍ଣିମା କେର୍କେଟାଙ୍କ ଅନୁମୋଦନ କ୍ରମେ ବୀରମିତ୍ରପୁର ବିଧାନସଭା ଅନ୍ତର୍ଗତ କୁଆଁରମୁଣ୍ଡା ମଣ୍ଡଳର କମିଟି ଘୋଷଣା କରାଯାଇଛି l
10/06/2025
ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ...
10/06/2025
ସୁନ୍ଦରଗଡ଼ରେ ଜିଲ୍ଲା ସଭାନେତ୍ରୀ ପୁର୍ଣିମା କେରକେଟାଙ୍କ ଜନ୍ମଦିନ ପାଳନ ଅବସରରେ....
Bhabani Shankar Bhoi Durga Tanti
05/06/2025
"ମାଆ ପାଇଁ ଗଛଟିଏ" ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ପୁର୍ଣିମା କେରକେଟା, ଜିଲ୍ଲାର ପ୍ରାକ୍ତନ ସାଧାରଣ ସମ୍ପାଦକ ଅଭିରାମ ମହାକୁଳ ଓ ଲୁଥର ଓରାମ, ଜିଲ୍ଲାର ପ୍ରାକ୍ତନ ସମ୍ପାଦକ ମନୋଜ ଶତପଥୀ, ଲହୁଣୀପଡ଼ା ମଣ୍ଡଳ ସଭାପତି ପୂର୍ଣ୍ଣଚନ୍ଦ୍ର ଓରାମ ପ୍ରମୁଖ ଦର୍ଜୀଙ୍ଗ ରେ ବୃକ୍ଷରୋପଣ କଲେ l
31/05/2025
ବିଜେପି ଲାଠିକଟା ମଣ୍ଡଳ କମିଟି ଘୋଷଣା
ବିଜେପି ରାଉରକେଲା ଜିଲ୍ଲା ସଭାନେତ୍ରୀ ମାନନୀୟା ଶ୍ରୀମତୀ ପୁର୍ଣିମା କେର୍କେଟାଙ୍କ ଅନୁମୋଦନ କ୍ରମେ ରଘୁନାଥପାଲ୍ଲୀ ବିଧାନସଭା ଅନ୍ତର୍ଗତ ଲାଠିକଟା ମଣ୍ଡଳର କମିଟି ଘୋଷଣା କରାଯାଇଛି l ମଣ୍ଡଳରୁ ଜିଲ୍ଲା ପାଇଁ ଜଣେ ପ୍ରତିନିଧିଙ୍କ ସହିତ, 16 ଅଧିକାରୀ, 7 ମୋର୍ଚ୍ଚା ସଭାପତିଙ୍କ ନାମ ଘୋଷଣା କରାଯାଇଛି l
31/05/2025
ବିଜେପି ଆମ୍ବେଦକର ମଣ୍ଡଳ କମିଟି ଘୋଷଣା
ବିଜେପି ରାଉରକେଲା ଜିଲ୍ଲା ସଭାନେତ୍ରୀ ମାନନୀୟା ଶ୍ରୀମତୀ ପୁର୍ଣିମା କେର୍କେଟାଙ୍କ ଅନୁମୋଦନ କ୍ରମେ ରଘୁନାଥପାଲ୍ଲୀ ବିଧାନସଭା ଅନ୍ତର୍ଗତ ଆମ୍ବେଦକର ମଣ୍ଡଳର କମିଟି ଘୋଷଣା କରାଯାଇଛି l ମଣ୍ଡଳରୁ ଜିଲ୍ଲା ପାଇଁ ଜଣେ ପ୍ରତିନିଧିଙ୍କ ସହିତ, 16 ଅଧିକାରୀ, 7 ମୋର୍ଚ୍ଚା ସଭାପତି ଓ 45 ଜଣ ମଣ୍ଡଳ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନାମ ଘୋଷଣା କରାଯାଇଛି l
31/05/2025
ବିଜେପି ଶ୍ରୀ ଜଗନ୍ନାଥ ମଣ୍ଡଳ କମିଟି ଘୋଷଣା
ବିଜେପି ରାଉରକେଲା ଜିଲ୍ଲା ସଭାନେତ୍ରୀ ମାନନୀୟା ଶ୍ରୀମତୀ ପୁର୍ଣିମା କେର୍କେଟାଙ୍କ ଅନୁମୋଦନ କ୍ରମେ ରଘୁନାଥପାଲ୍ଲୀ ବିଧାନସଭା ଅନ୍ତର୍ଗତ ଶ୍ରୀ ଜଗନ୍ନାଥ ମଣ୍ଡଳର କମିଟି ଘୋଷଣା କରାଯାଇଛି l ମଣ୍ଡଳର 16 ଅଧିକାରୀ, 7 ମୋର୍ଚ୍ଚା ସଭାପତି, ସମସ୍ତ ଶକ୍ତିକେନ୍ଦ୍ର ପ୍ରମୁଖ ଓ 45 ଜଣ ମଣ୍ଡଳ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନାମ ଘୋଷଣା କରାଯାଇଛି l
28/05/2025
ବିଜେପି ରାଜ୍ୟ ପଦାଧିକାରୀ ବୈଠକରେ ରାଉରକେଲା ଜିଲ୍ଲା ସଭାନେତ୍ରୀ ତଥା ରାଜ୍ୟ ସାଧାରଣ ସମ୍ପାଦିକା ଶ୍ରୀମତୀ ପୁର୍ଣିମା କେରକେଟା ଯୋଗଦେବା ଅବସରରେ....
26/05/2025
ବିଜେପିର ୩ ନୂତନ ମଣ୍ଡଳ ସଭାପତିଙ୍କ ନାମ ଘୋଷଣା...
ବିଜେପି ରାଉରକେଲା ଜିଲ୍ଲା ଅନ୍ତର୍ଗତ ଫର୍ଟିଲାଇଜର ଟାଉନସିପ, କୁଆଁରମୁଣ୍ଡା ଏବଂ ବିଶ୍ରା-କ (ଝିରପାଣି) ମଣ୍ଡଳ ସଭାପତିଙ୍କ ନାମ ମାନନୀୟ ରାଜ୍ୟ ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଘୋଷଣା କରାଗଲା l
BJP Odisha
21/05/2025
ବିଜେପି ଗୋପବନ୍ଧୁ ମଣ୍ଡଳ କମିଟି ଘୋଷଣା
ବିଜେପି ରାଉରକେଲା ଜିଲ୍ଲା ସଭାନେତ୍ରୀ ମାନନୀୟା ଶ୍ରୀମତୀ ପୁର୍ଣିମା କେର୍କେଟାଙ୍କ ଅନୁମୋଦନ କ୍ରମେ ରାଉରକେଲା ବିଧାନସଭା ଅନ୍ତର୍ଗତ ଗୋପବନ୍ଧୁ ମଣ୍ଡଳର କମିଟି ଘୋଷଣା କରାଯାଇଛି l ମଣ୍ଡଳରୁ ଜିଲ୍ଲା ପାଇଁ ଜଣେ ପ୍ରତିନିଧିଙ୍କ ସହିତ, 16 ଅଧିକାରୀ, 7 ମୋର୍ଚ୍ଚା ସଭାପତି ଓ 44 ଜଣ ମଣ୍ଡଳ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନାମ ଘୋଷଣା କରାଯାଇଛି l
21/05/2025
ବିଜେପି ବଣେଇ ମଣ୍ଡଳ କମିଟି ଘୋଷଣା
ବିଜେପି ରାଉରକେଲା ଜିଲ୍ଲା ସଭାନେତ୍ରୀ ମାନନୀୟା ଶ୍ରୀମତୀ ପୁର୍ଣିମା କେର୍କେଟାଙ୍କ ଅନୁମୋଦନ କ୍ରମେ ବଣେଇ ବିଧାନସଭା ଅନ୍ତର୍ଗତ ବଣେଇ ମଣ୍ଡଳର ପୂର୍ଣ୍ଣାଙ୍ଗ କମିଟି ଘୋଷଣା କରାଯାଇଛି l ମଣ୍ଡଳରୁ ଜିଲ୍ଲା ପାଇଁ ଜଣେ ପ୍ରତିନିଧିଙ୍କ ସହିତ, 16 ଅଧିକାରୀ, 7 ମୋର୍ଚ୍ଚା ସଭାପତି, ଶକ୍ତିକେନ୍ଦ୍ର ପ୍ରମୁଖ ଓ 45 ଜଣ ମଣ୍ଡଳ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନାମ ଘୋଷଣା କରାଯାଇଛି l
21/05/2025
ବିଜେପି ବାସନ୍ତୀ ମଣ୍ଡଳ କମିଟି ଘୋଷଣା
ବିଜେପି ରାଉରକେଲା ଜିଲ୍ଲା ସଭାନେତ୍ରୀ ମାନନୀୟା ଶ୍ରୀମତୀ ପୁର୍ଣିମା କେର୍କେଟାଙ୍କ ଅନୁମୋଦନ କ୍ରମେ ରାଉରକେଲା ବିଧାନସଭା ଅନ୍ତର୍ଗତ ବାସନ୍ତୀ ମଣ୍ଡଳର କମିଟି ଘୋଷଣା କରାଯାଇଛି l ମଣ୍ଡଳରୁ ଜିଲ୍ଲା ପାଇଁ ଜଣେ ପ୍ରତିନିଧିଙ୍କ ସହିତ, 16 ଅଧିକାରୀ, 7 ମୋର୍ଚ୍ଚା ସଭାପତି ଓ 45 ଜଣ ମଣ୍ଡଳ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନାମ ଘୋଷଣା କରାଯାଇଛି l
Click here to claim your Sponsored Listing.
Category
Website
Address
Rourkela
769002