Saswat Ranjan Sahoo
04/03/2026
ରଙ୍ଗର ପର୍ବ ହୋଲି ଅବସରରେ ଶୁଭେଚ୍ଛା ଓ ଶୁଭକାମନା।
ହାତ ଖାଲି ଥାଇପାରେ,ଜୀବନ ସରଳ ହୋଇପାରେ,କିନ୍ତୁ ଯଦି ହୃଦୟରେଜଗନ୍ନାଥଙ୍କ ନାମ ଅଛି,ତେବେ ସେ ହୃଦୟସବୁଠାରୁ ଧନୀ।କାରଣ ସେଠାରେ ଭୟ ପାଇଁକୌଣସି ସ୍ଥାନ ନାହିଁ।
ଜୟ ଜଗନ୍ନାଥ
ଆଜି ପବିତ୍ର ଶନିବାର ପତିତପାବନଙ୍କ ଦିବ୍ୟ ଆଳତୀ ଦର୍ଶନ
“Original message is in Odia, see it under ‘Rate this Translation’.”
ଜୟ ଜଗନ୍ନାଥ
ଆଜି ପବିତ୍ର ଶନିବାର ପତିତପାବନଙ୍କ ଦିବ୍ୟ ଆଳତୀ ଦର୍ଶନ
“Original message is in Odia, see it under ‘Rate this Translation’.”
ଜୀବନ ଯୁଦ୍ଧରେହାରିଯାଇଛ ବୋଲି ଭାବୁଛ କି?ମନେ ରଖ—ଯେଉଁ ଯୁଦ୍ଧରେ ଜଗନ୍ନାଥ ସାଥି ଅଛନ୍ତି,ସେଠାରେ ହାରକେବଳ ଅପେକ୍ଷାର ନାମ।ଜୟ ଅବଶ୍ୟ ଆସିବ।
ଜୟ ଜଗନ୍ନାଥ
ଆଜି ପବିତ୍ର ରବିବାର ପତିତପାବନଙ୍କ ଦିବ୍ୟ ଆଳତୀ ଦର୍ଶନ
“Original message is in Odia, see it under ‘Rate this Translation’.”
ଦୁଃଖ ଆସିଲେ ଲୋକ ଛାଡ଼ି ଯାଆନ୍ତି,ସୁଖ ଆସିଲେ ଲୋକ ଘେରି ଯାଆନ୍ତି।କିନ୍ତୁ ଜଗନ୍ନାଥଦୁଃଖରେ ସାଥୀ,ସୁଖରେ ସାକ୍ଷୀ।ସେ କେବେ ଛାଡ଼ନ୍ତି ନାହିଁ,କେବଳ ପରୀକ୍ଷା କରନ୍ତି।
ଜୟ ଜଗନ୍ନାଥ
ଆଜି ପବିତ୍ର ଶନିବାର ପତିତପାବନଙ୍କ ଦିବ୍ୟ ଆଳତୀ ଦର୍ଶନ
“Original message is in Odia, see it under ‘Rate this Translation’.”
Click here to claim your Sponsored Listing.