raaz.990

raaz.990

Share

10/05/2024

ଚାଷ ଭିତ୍ତିକ ପର୍ବ ପବିତ୍ର "ଅକ୍ଷୟ ତୃତୀୟା" ଉପଲକ୍ଷେ ଆପଣ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା।

ସମସ୍ତ ଚାଷୀ ଭାଇଙ୍କ ଅକ୍ଷି ମୁଠି ଅନୁକୂଳ ଚଳିତ ବର୍ଷ ଭଲ ଫସଲ ଅମଳ ହେବା ସହିତ ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଦେଉ ଏହା ମୋର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା।
#ଜୟଜଗନ୍ନାଥ🚩
#ଓଡ଼ିଆ_ପର୍ବ

Want your public figure to be the top-listed Public Figure in Puri?
Click here to claim your Sponsored Listing.

Category

Website

Address

Odisha
Puri
752002