Kailash Chandra Parida

Kailash Chandra Parida

Share

15/08/2024

#ବନ୍ଦେ_ମାତରମ୍
#ଭାରତ_ମାତା_କି_ଜୟ
ପବିତ୍ର ସ୍ୱାଧୀନତା ଦିବସ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା

Photos from Kailash Chandra Parida's post 11/04/2024

ବିଶିଷ୍ଟ କଣ୍ଠଶିଳ୍ପୀ ସ୍ବର୍ଗତ ଶାନ୍ତିଲତା ବାରିକ ଛୋଟରାୟଙ୍କ ଏକାଦଶାହ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ଅର୍ପଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।
ଶୋକ ସନ୍ତପ୍ତ ପରିବାରବର୍ଗ, ଆତ୍ମୀୟ ସ୍ଵଜନ ଓ ଅଗଣିତ ସଙ୍ଗୀତ ପ୍ରେମୀଙ୍କୁ ଗଭୀର ସମବେଦନା ଜଣାଉଛି ଏବଂ ତାଙ୍କ ଅମର ଆତ୍ମାର ସଦଗତି କାମନା କରୁଛି।। ଓଁ ଶାନ୍ତି।। 🙏।।

22/03/2024

ବର୍ଷୀୟାନ ଅନୁଭବୀ ନେତା ଡକ୍ଟର ଦାମୋଦର ରାଉତଙ୍କ ଦେହାନ୍ତ ଖବର ପାଇଁ ମୁଁ ଅତ୍ୟନ୍ତ ଦୁଃଖିତ ମର୍ମାହତ!
ଓଡ଼ିଶା ରାଜନୀତି କ୍ଷେତ୍ରରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ସେ ପରିଚିତ ଥିଲେ !ଦୀର୍ଘ ୪୦ ବର୍ଷ ପର୍ଯ୍ୟନ୍ତ ବିଧାୟକ ଓ ବିଭିନ୍ନ ବିଭାଗରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରି ଓଡ଼ିଶା ପାଇଁ ଅନେକ ଗୌରବ ଅର୍ଜନ କରିପାରିଥିଲେ ! ଆଜି ଆମେ ତାଙ୍କ ପରି ଜଣେ ଅନୁଭବୀ ରାଜନେତାଙ୍କୁ ହରାଇ ପାରାଦ୍ଵୀପ ନିର୍ବାଚନ ମଣ୍ଡଳୀ ତଥା ଓଡ଼ିଶାର ଅପୂରଣୀୟ କ୍ଷତି ସହିବାକୁ ପଡ଼ିଛି ! ଏପରି ଦୁଃଖଦ ଘଟଣା ସମୟରେ ମୁଁ ଜଗତର ନାଥ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି ସ୍ବର୍ଗତ ଡକ୍ଟର ରାଉତଙ୍କ ଅମର ଆତ୍ମାର ସଦଗତି ଲାଭ କରିବା ସହିତ ପରିବାରବର୍ଗଙ୍କୁ ଅସୀମ ଧର୍ଯ୍ୟ ଓ ଶକ୍ତି ପ୍ରଦାନ କରନ୍ତୁ !

ଜୟ ଜଗନ୍ନାଥ

05/03/2024

କୋଟି ଓଡ଼ିଆଙ୍କ ଆଦର୍ଶ, ଓଡ଼ିଆ ଜାତିର ଗୌରବ। ଜନନାୟକ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀରେ ଓଡ଼ିଶାର ପ୍ରଗତି ଓ ଉନ୍ନତି ପାଇଁ ଆସନ୍ତୁ ସଂକଳ୍ପ ନେବା। Naveen Patnaik Biju Janata Dal Odisha Pranab Prakash Das CMO Odisha Ranendra Pratap Swain Mo Sarkar 5T Umakanta Samantaray VK PANDIAN

Want your public figure to be the top-listed Public Figure in Puri?
Click here to claim your Sponsored Listing.

Category

Telephone

Website

Address

Chandanpur
Puri
752012