Social Inquiry

Social Inquiry

Share

27/03/2026

Subha Ram Navami ra samastanku hardika subecha and Abhinandan ♈🙏🏻 Jay Shree Ram ❤️
Prabhu Shree Ram Chandra appnaku and appnka paribar ku bhala re rakhantu 🙏🏻♈

25/03/2026

Practicality in real life story please be maintained 🙏🏻
゚viralシfypシ゚viralシalシfollowers
゚viralシfypシ゚viralシalシ

25/03/2026

ଦେଖନ୍ତୁ ଭାଇମାନେ, ରାମ ନବମୀ ଆସିଲାଣି ବୋଲି ଏହି ପିଲାଟି କେମିତି ଭାଷାରେ ଆମ ଭଗବାନଙ୍କ ନାମରେ କହୁଛି! ଏହାକୁ କଣ କରାଯିବ କୁହନ୍ତୁ ଏବଂ ଏହି ପୋଷ୍ଟକୁ ଏତେ ପରିମାଣରେ ଶେୟାର କରନ୍ତୁ ଯେପରି ଏହି ପିଲାଟି ଗିରଫ ହେଉ।

ଜୟ ଶ୍ରୀରାମ। ♈🙏🏻

24/03/2026

ଭାଇମାନେ, ଏମାନଙ୍କୁ କେମିତି ଉତ୍ତର ଦେବେ କୁହନ୍ତୁ !
ଏତେ ମାତ୍ରାରେ ଏହାକୁ ଶେୟାର କରନ୍ତୁ ଯେପରି ଏହି ଜରାଜା ଛୁଆମାନେ ଧରା ପଡ଼ନ୍ତି।
😡😡😡😡😡😡😡😡😡😡😡😡😡😡😡😡😡😡

Jay Shree Ram ♈🙏🏻

24/03/2026

ସାରା ଓଡ଼ିଶାର ଭାଇ ଭଉଣୀ ମାନଙ୍କୁ ଅନୁରୋଧ କେହି କିମ୍ସ ହସ୍ପିଟାଲ କୁ ନିଜର ପେସେଣ୍ଟ ଆଣିବେ ନାହିଁ। ଆୟୁସମାନ କାର୍ଡରୁ ଟଙ୍କା ଖାଇବା ପାଇଁ।ମୋ ବାପାଙ୍କର ହାଡ଼ ଭାଙ୍ଗିଥିଲା ତାଙ୍କୁ ଗତ ୨୭/୦୨/୨୦୨୬ରିଖ ଠାରୁ ଆଜି ଯାଏ ରଖି ଶେଷରେ ମାରିଦେଲେ ।

24/03/2026

#ଚାଷୀଭାଇର #କାନ୍ଦ 😢

ଉପରେ ତ 'ଜୟ କିଷାନ' ନାରା ଦିଆଯାଉଛି, କିନ୍ତୁ ଭିତରେ ଚାଷୀ ଭାଇଟିଏ କେତେ ଦୁଃଖ ଓ କଷ୍ଟରେ ନିଜ ଜୀବନ ବିତାଉଛି, ଯେଉଁ ଚାଷୀ ଭାଇମାନଙ୍କ ଯୋଗୁଁ ସାରା ବିଶ୍ୱର ଲୋକଙ୍କ ପେଟକୁ ଦୁଇ ମୁଠା ଦାନା ମିଳେ, ଆଜି ସେହିମାନେ ହିଁ ହନ୍ତସନ୍ତ ହେଉଛନ୍ତି।
ଉପରେ ତ 'ଜୟ କିଷାନ' ନାରା ଦିଆଯାଉଛି, କିନ୍ତୁ ଭିତରେ ଚାଷୀ ଭାଇଟିଏ କେତେ ଦୁଃଖ ଓ କଷ୍ଟରେ ନିଜ ଜୀବନ ବିତାଉଛି, ତାହା କେହି ବୁଝୁନାହାନ୍ତି। ହେ ପ୍ରଭୁ ଜଗନ୍ନାଥ, ଆପଣ ହିଁ ଏହାର ସହାୟ ହୁଅନ୍ତୁ। 🙏🏻 ⭕‼️⭕🙏🏻
゚viralシfypシ゚viralシalシ
゚viralシfypシ゚viralシalシfollowers

22/03/2026

ପୁଅରୁ ଝିଅ ହେଲେ ସଞ୍ଜୟ ବାଙ୍ଗରଙ୍କ ପୁଅ 🙃
ସତରେ, ଆଜିକାଲି ବିଜ୍ଞାନ କେତେ ଆଗକୁ ଗଲାଣି!
゚viralシfypシ゚viralシalシ ゚viralシfypシ゚viralシalシfollowers

22/03/2026

#ବୈତରଣୀଆଳତି 🙏🏻ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ପବିତ୍ର କ୍ଷେତ୍ରରେ ପ୍ରବାହିତ ହେଉଥିବା ବୈତରଣୀ ନଦୀର ମହିମା ଅପାର। #ଦଶାଶ୍ୱମେଧ ଘାଟ 🙏🏻❤️ 🙏🏻❤️

22/03/2026

🤣🤣

21/03/2026

ମାନ୍ୟବର ବିଧାୟକଙ୍କ ନେତୃତ୍ୱରେ ଆୟୋଜିତ ହେବାକୁ ଥିବା NPL ନାଇଟ୍ ମ୍ୟାଚ୍ ପାଇଁ ଖେଳପଡ଼ିଆ ସମ୍ପୂର୍ଣ୍ଣ ପ୍ରସ୍ତୁତ।" 🏐🏐🏏🏏✅ ゚viralシfypシ゚viralシalシ

09/03/2026

ଇଶାନ କିଶନଙ୍କ ପ୍ରେମିକା, ଅଦିତି, ସବୁଠାରୁ ଅଧିକ ଚର୍ଚ୍ଚିତ। ଲୋକମାନେ ଇଶାନ କିପରି ଆଦିତି କୁ ପାଇଲେ ସେ ବିଷୟରେ ମିମ୍ ତିଆରି କରୁଛନ୍ତି।

ଇଶାନ କିଶନ ବର୍ତ୍ତମାନ ୨୭ ବର୍ଷ ବୟସର, ଯେତେବେଳେ ଅଦିତି ହୁଣ୍ଡିଆ ୨୯ ବର୍ଷ ବୟସର। ଏହାର ଅର୍ଥ ହେଉଛି ଅଦିତି ଇଶାନଙ୍କଠାରୁ ପ୍ରାୟ ଦେଢ଼ ବର୍ଷ ବଡ଼, କିନ୍ତୁ ପଡ଼ିଆରେ ସେମାନଙ୍କର ସମ୍ପର୍କ ସେମାନଙ୍କ ପ୍ରେମର ଗଭୀରତାକୁ ସ୍ପଷ୍ଟ ଭାବରେ ଦର୍ଶାଉଛି।

ଜୟପୁରର ବାସିନ୍ଦା ଅଦିତି, ଫେମିନା ମିସ୍ ଇଣ୍ଡିଆ ୨୦୧୭ରେ ଫାଇନାଲିଷ୍ଟ ଥିଲେ ଏବଂ ମିସ୍ ଡିଭା ୨୦୧୮ ଟାଇଟଲ୍ ମଧ୍ୟ ଜିତିଥିଲେ।

T20 ବିଶ୍ୱକପ୍ ବିଜୟ ପରେ ପ୍ରେମିକା ଅଦିତି ଇଶାନ କିଶନଙ୍କୁ ଆଖିରେ ଆଖିରେ ଇସାରା ଦେବା ଦେଖିବାପାଇଁ ମିଳିଛି
゚viralシfypシ゚viralシalシfollowers ゚viralシfypシ゚viralシalシ ゚viralシfypシ゚viralシ

09/03/2026

ସୋରୋ ଅଞ୍ଚଳର ଜଣାଶୁଣା ବ୍ୟବସାୟୀ ପରିବାର ର ପୁଅ *ଟୁଲୁ ମହାନ୍ତି ରାଇପୁର ( ପୂର୍ଣ୍ଣ ମହାନ୍ତି , ଟୁନା ମହାନ୍ତି ଙ୍କ ଭାଇ) ଆଉ ନାହାନ୍ତି,ଜୟ ଜଗନ୍ନାଥ, ଅଶ୍ରୁଳ ଶ୍ରଦ୍ଧାଞ୍ଜଳି, ତାଙ୍କ ଆତ୍ମାର ସଦଗତି ହେଉ. ଶୋକ ସନ୍ତପ୍ତ ପରିବାର କୁ ପ୍ରଭୁ ଜଗନ୍ନାଥ ଅସୀମ ଶକ୍ତି ଓ ଧୈର୍ଯ୍ୟ ଦିଅନ୍ତୁ ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ*🙏🙏🙏

゚viralシfypシ゚viralシalシ
゚viralシfypシ゚viralシalシfollowers
゚viralシfypシ゚viralシ

Website