SNMLive

SNMLive

Share

Photos from SNMLive's post 22/11/2025

ଭୁଲ କାହାର...???

-କେନ୍ଦୁଝର: କଲେଜ ବସ୍‌ ଓ ହାଇୱା ମୁହାଁମୁହିଁ ଧକ୍କା, ୭ ଆହତ
-୨ ଗାଡିର ଡ୍ରାଇଭରଙ୍କ ସହ ୫ ଛାତ୍ରଛାତ୍ରୀ ଆହତ
-ଚମ୍ପୁଆ ସୀମାନ୍ତ ଝାଡ଼ଖଣ୍ଡ ମାଣିକପୁର ନିକଟରେ ଦୁର୍ଘଟଣା
-ଆହତଙ୍କୁ ଚମ୍ପୁଆ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି

15/11/2025

26/06/2025

ରଥଯାତ୍ରାର ପହଣ୍ଡିରୁ ରଥ ଟାଣିବା ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ପ୍ରକାଶ ପାଇଛି।
ସକାଳ ୬ଟାରେ ମଙ୍ଗଳା ଆଳତି,
ମଇଲମ ସକାଳ ୬.୧୦ ରେ,
ସକାଳ ୬.୩୦ ରେ ତଡପଲାଗି,
ରୋଷ ହୋମ ସକାଳ ୬.୩୦ରେ,
ସକାଳ ୭ଟାରେ ଅବକାଶ,
ସକାଳ ୭.୧୦ ରେ ସୂର୍ଯ୍ୟ ପୂଜା,
ସକାଳ ୭.୩୦ ରେ ଦ୍ୱାରପାଳ ପୂଜା,
ସକାଳ ୭.୩୦ ସୁଦ୍ଧା ବେଶ ଶେଷ,
ଗୋପାଳ ବଲ୍ଲଭ ଏବଂ ସକାଳ ଧୁପା (ଖେଚୁଡି ଭୋଗ) ସକାଳ ୮ ରୁ ୯,
ସକାଳ ୯ଟାରେ ରଥ ପ୍ରତିଷ୍ଠା,
ସକାଳ ୯.୧୫ ରେ ମଙ୍ଗଳାର୍ପଣ,
ପହଣ୍ଡି ସକାଳ ୯.୩୦ରୁ ଆରମ୍ଭ ହେବ,
ପହଣ୍ଡି ଦିନ ୧୨.୩୦ ସୁଦ୍ଧା ଶେଷ ହେବ,
ଦିନ ୧୨.୩୦ ରୁ ୧ଟା ମଧ୍ୟରେ ଶ୍ରୀ ଶ୍ରୀ ମଦନ ମୋହନ, ଶ୍ରୀ ଶ୍ରୀ ରାମ ଏବଂ ଶ୍ରୀ ଶ୍ରୀ କୃଷ୍ଣ ବିଜେ,
ଚିତା ଲାଗି ଦିନ ୧.୩୦ ରୁ ୨ଟା ପର୍ଯ୍ୟନ୍ତ,
ବେଶ ଶେଷ ଅପରାହ୍ନ ୧.୩୦ ରୁ ୨.୩୦,
ଗଜପତି ରାଜାଙ୍କ ଦ୍ବାରା ଛେରା ପହଁରା ୨.୩୦ ରୁ ୩.୩୦,
ଚାରମାଳ ଫିଟା, ଘୋଡା ଏବଂ ସାରଥୀ ଲାଗିବେ ଅପରାହ୍ନ ୪ ଟା
ରଥଟଣା ଅପରାହ୍ନ ୪ଟାରେ ଆରମ୍ଭ।

26/06/2025

JAI JAGANNATH SWAMMI
THE LORD OF UNIVERSE

Want your business to be the top-listed Media Company in Jajpur?
Click here to claim your Sponsored Listing.

Address

Jajpur
755026