BASU DAS
18/10/2022
କାଲି ଅରେଇ ଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ସପ୍ତମ ବାର୍ଷିକ ପାଲା ମହୋତ୍ସଵ ୨୦୨୨ ଅବସରରେ ( ରାଜସ୍ବ ଓ ବିପର୍ଯୟ ) ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ ଙ୍କ ଉପସ୍ଥିତ ରେ ( ସଂସ୍କୃତି ଓ ଅବକାରୀ ) ମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ୱନୀ କୁମାର ପାତ୍ର ଙ୍କ କରକମଳ ରେ #ସୂର୍ଯ୍ୟାଲୋକ_ସମାଜସେବା ଅନୁଷ୍ଠାନ କୁ ସମ୍ବର୍ଦ୍ଧିତ କରିଥିବାରୁ ଆମ ପରିବାର ତରଫରୁ ହୃଦୟରୁ ଧନ୍ୟବାଦ ଜଣାଉଛୁ. 🙏🙏🙏🙏
25/08/2022
#ସୂର୍ଯ୍ୟାଲୋକ_ସମାଜସେବା_ପରିବାର ତରଫରୁ ନିଃଶୁଳ୍କ ଅମ୍ଳଜାନ ଆମ୍ଭ ସଂଗଠନର ସକ୍ରୀୟ ସଦସ୍ୟ ମାନଙ୍କ ଦ୍ଵାରା #ଯାଜପୁର ଜ଼ିଲ୍ଲା ରେ ଯୋଗାଣ ଏଣୁ ଯାହାର ଆବଶ୍ୟକତା ରହିଛି ଦୟାକରି ଆମ ସହ ଯୋଗାଯୋଗ କରନ୍ତୁ |ଆପଣଙ୍କ ସେବାରେ ସଦା ସର୍ବଦା SuryalokSamajaSeba
31/07/2022
#ସୂର୍ଯ୍ୟାଲୋକ_ସମାଜସେବା_ପରିବାର ତରଫରୁ ନିଃଶୁଳ୍କ ଅମ୍ଳଜାନ ଆମ୍ଭ ସଂଗଠନର ସକ୍ରୀୟ ସଦସ୍ୟ ମାନଙ୍କ ଦ୍ଵାରା #ଯାଜପୁର ଜ଼ିଲ୍ଲା ରେ ଯୋଗାଣ ଏଣୁ ଯାହାର ଆବଶ୍ୟକତା ରହିଛି ଦୟାକରି ଆମ ସହ ଯୋଗାଯୋଗ କରନ୍ତୁ |ଆପଣଙ୍କ ସେବାରେ ସଦା ସର୍ବଦା Suryalok Samaja Seba
25/05/2022
#ସୂର୍ଯ୍ୟାଲୋକ_ସମାଜସେବା_ପରିବାର କୁ ଭୁବନେଶ୍ବର ଜୟଦେବ ଭବନ ଠାରେ ଶାନ୍ତି ଫାଉଣ୍ଡେସନର ପଞ୍ଚମ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ରେ ଆମ ସଂଗଠନ କୁ #ଶାନ୍ତି-ସେବା ସଂମ୍ମାନ ରେ ସଂମ୍ମାନିତ କରିଥିବାରୁ ଧନ୍ୟବାଦ ଜଣାଉଛୁ 🙏🙏
19/05/2022
#ସୂର୍ଯ୍ୟାଲୋକ_ସମାଜସେବା_ପରିବାର ଆଜି Puspalata Mohanty ଭଉଣୀ ଙ୍କର FB ପୋଷ୍ଟ ରେ ଦେଖିଲି କି B+ ବ୍ଲଡ଼ କଟକ ରେ ଦରକାର ଅଛି ଭୁବନେଶ୍ୱର ରେ ଥିବାରୁ କଟକ ଯାଇ ମୋର ୧୭ ତମ ରକ୍ତଦାନ କଲି ଜଣେ କ୍ୟାନ୍ସର ପୀଡ଼ିତ 4th Stage ଭାଇଙ୍କ ପାଇଁ 🙏🙏🙏🙏
Click here to claim your Sponsored Listing.