Anil Kumar Panda

Anil Kumar Panda

Share

14/01/2026

ପବିତ୍ର ମକର ସଂକ୍ରାନ୍ତିର ଅନେକ ଅନେକ ଶୁଭେଚ୍ଛା
ଯାଜପୁରର ପ୍ରସିଦ୍ଧ ଶୈବପୀଠରେ live...

13/01/2026

ଉପରେ ପାଣି ବୋତଲ. ତଳେ ଗଞ୍ଜେଇ
ମାଡି ବସିଲା ଯାଜପୁର ଅବକାରୀ ବିଭାଗ
Kanak News exclusive..

13/01/2026

ଜାତୀୟ ଯୁବ ଦିବସ ଅବସରରେ ଯାଜପୁରଟାଉନର ବିବେକାନନ୍ଦ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀଙ୍କ ନିଆରା ପ୍ରୟାସ

Class 9 girl critical after falling into hot water in Odisha’s Jajpur 12/01/2026

Class 9 girl critical after falling into hot water in Odisha’s Jajpur Odisha latest news: A Class 9 girl student sustained critical burn injuries after accidentally falling into a vessel of boiling water while preparing for a bath in Odisha’s Jajpur district.

12/01/2026

#ଅନ୍ବେଷାରେ_ବଡ଼_ଗଡ଼ବଡ଼
'ଅନ୍ବେଷା'ରେ ଯାନ୍ତ୍ରିକ ତ୍ରୁଟି। ଦିଗହରା ହେଲା DRDO ଦ୍ବାରା ବିକଶିତ ଉପଗ୍ରହ 'ଅନ୍ବେଷା' । ଦିଗହରା ହୋଇ କକ୍ଷପଥରେ ଅବସ୍ଥାପିତ ହୋଇ ପାରିଲାନି 'ଅନ୍ବେଷା' । ଶେଷ ପର୍ଯ୍ୟାୟରେ 'ଅନ୍ବେଷା'ରେ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଛି। ଯାନ୍ତ୍ରିକ ତ୍ରୁଟି ନେଇ ସୂଚନା ଦେଲା ଇସ୍ରୋ ।

Want your public figure to be the top-listed Public Figure in Jajpur?
Click here to claim your Sponsored Listing.

Telephone

Website

Address

Jajpur
Jajpur
JAJPUR