Prakash Chandra Behera

Prakash Chandra Behera

Share

Photos from Prakash Chandra Behera's post 24/04/2026

ମାଳଶାସନ ଗ୍ରାମପଞ୍ଚାୟତ ର ମୋର ଘନିଷ୍ଠ କନକଲତା ସ୍ୱାଇଁ ଙ୍କ ସୁପୁତ୍ର ଯୁବ ଇଂଜିନିୟର ପ୍ରୀତିରଞ୍ଜନ ସ୍ୱାଇଁ ଙ୍କ ଶୁଭ ବିବାହ ଅଭ୍ୟର୍ଥନା ଉତ୍ସବରେ ତାଙ୍କ ମାଳଶାସନ ସ୍ଥିତ ବାସଭବନରେ ପହଞ୍ଚି ଶୁଭେଚ୍ଛା ଜଣାଇଥିଲି |

Photos from Prakash Chandra Behera's post 24/04/2026

କଟକ-ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନେମାଳ ଗ୍ରାମପଞ୍ଚାୟତର ଦକ୍ଷ, ଯୁବନେତା ସାନଭାଇ ତାପସ ରଞ୍ଜନ ଭୋଳ ଙ୍କର ନୂତନ ଗୃହ ପ୍ରତିଷ୍ଠା ଉତ୍ସବରେ ଯୋଗଦେଇ ଶୁଭେଚ୍ଛା ଜଣାଇଥିଲି |

22/04/2026

ଧରିତ୍ରୀ ଆମର ମାଆ l ଏହାର ପ୍ରାକୃତିକ,ସାମାଜିକ ଏବଂ ସାଂସ୍କୃତିକ ଶୃଙ୍ଖଳକୁ ଅକ୍ଷୁର୍ଣ୍ଣ ରଖିବା ଆମର ଦାୟିତ୍ଵ l ବନୀକରଣକୁ ଉତ୍ସାହିତ କରିବା ଏବଂ ନବୀକରଣକୁ ଆପଣାଇବା l ପ୍ରଦୂଷଣ ଏବଂ ଏକକ ବ୍ୟବହୃତ ପ୍ଲାଷ୍ଟିକକୁ ରୋକିବା ପାଇଁ ଆମେ ସମସ୍ତେ ମିଳିତ ପ୍ରୟାସ କରିବା l ଆସନ୍ତୁ 'ବସୁଧୈବ କୁଟୁମ୍ବକମ୍' ମନ୍ତ୍ରରେ ଅଭିମନ୍ତ୍ରିତ ହୋଇ ଧରିତ୍ରୀର ସୁରକ୍ଷା ପାଇଁ ସଂକଳ୍ପ ନେବା l

Photos from Prakash Chandra Behera's post 22/04/2026

ସାଲେପୁର ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ ସମ୍ମୁଖରେ ମଧୁମାଟି ସାମ୍ବାଦିକ ସଂଘ କାର୍ଯ୍ୟାଳୟର ଶୁଭ-ଉଦଘାଟନ ଉତ୍ସବରେ ଯୋଗଦେଇ ଆନ୍ତରିକ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଥିଲି |

Want your public figure to be the top-listed Public Figure in Cuttack?
Click here to claim your Sponsored Listing.

Category

Telephone

Website

Address

Cuttack