Asok Rout BJP

Asok Rout BJP

Share

09/07/2026

ଗୋଟିଏ ଗାଲରେ ଚାପୁଡା ଖାଇ ଅନ୍ୟ ଗାଲ ଦେଖାଇଥିବା ଜଣେ ବି ଗାନ୍ଧୀବାଦୀ କଂଗ୍ରେସିଆ ନେତା ବା ଚାମଚାଙ୍କ ସହ କାହାର କେବେ ଭେଟ ହୋଇଛି କି ?

ନଚେତ ଏ ଉଡା କଥାକୁ ଆମେ କାହିଁକି ମାନିବୁ !!!

09/07/2026

ଇତିହାସ ମନେ ରଖିବ ଯେ ଜଣେ କାଶ୍ମୀରୀ ପଣ୍ଡିତ ବଲିଉଡ୍ ଦ୍ୱାରା 70 ବର୍ଷ ଧରି କରାଯାଇଥିବା ବ୍ରେନୱାଶ୍‌କୁ କେବଳ 6 ମାସରେ ଶେଷ କରିଦେଲେ ।
ଆଦିତ୍ୟ ଧର🙏

09/07/2026

ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ର ସଦସ୍ୟା ତଥା ଭଦ୍ରକ ମାଟିର ଟାଣୁଆ ନେତ୍ରୀ ପୂର୍ବତନ ମହିଳା ମୋର୍ଚ୍ଚା ସଭାନେତ୍ରୀ ଆଦରଣୀୟା Manasmita Khuntia ମନସ୍ମିତା ଅପା ଙ୍କୁ ଜନ୍ମ ଦିନରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ।

08/07/2026
Want your public figure to be the top-listed Public Figure in Bhadrak?
Click here to claim your Sponsored Listing.

Category

Website

Address

Bhadrak