ALOK Diaries

ALOK Diaries

Share

11/05/2026

Mini Hand Sewing Machine for Cloths

Mini hand silai machine

28/04/2026

GUNDIBIRA Railway Station
ଗୁଣ୍ଡିବିରା ଷ୍ଟେସନ
Berhampur - Sambalpur New Railway Project :-

Details :--
✅ ଏହି ରେଳ ଲାଇନ ଦକ୍ଷିଣ ଓଡ଼ିଶାର ବ୍ରହ୍ମପୁର ସହ ପଶ୍ଚିମ ଓଡ଼ିଶାର ସମ୍ବଲପୁରକୁ ଯୋଡ଼ିବାର ଏକ ମାଧ୍ୟମ। ଏହା ଗୁନ୍ଦିବୀର ଦେଇ ଗଲେ ଫୁଲବାଣୀ ଓ ବୌଦ୍ଧ ଭଳି ଜିଲ୍ଲାଗୁଡ଼ିକୁ ମଧ୍ୟ ରେଳପଥରେ ସଂଯୁକ୍ତ କରିବାର ଯୋଜନା ରହିଛି।

ଲାଭ 🔥
ଏହି ରେଳ ଲାଇନ ହେଲେ ଆସିକା ଏଵଂ ଆଖପାଖ ଗ୍ରାମର ବାସୀଙ୍କୁ ଆଉ ଟ୍ରେନ୍ ପାଇଁ ବ୍ରହ୍ମପୁର ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ; ସେମାନେ ନିଜ ସହରରୁ ସିଧାସଳଖ ସମ୍ବଲପୁର ଓ ବ୍ରହ୍ମପୁରକୁ ଯାତାୟାତ କରିପାରିବେ। ଏହାଦ୍ୱାରା ବ୍ୟବସାୟ ଓ ବାଣିଜ୍ୟରେ ବଡ଼ ଉନ୍ନତି ଆସିବା ସହ ସ୍ଥାନୀୟ ଯୁବକମାନଙ୍କ ପାଇଁ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ଏବଂ ଅଞ୍ଚଳର ପର୍ଯ୍ୟଟନ ଶିଳ୍ପ ମଧ୍ୟ ସମୃଦ୍ଧ ହେବ। ସଂକ୍ଷେପରେ କହିଲେ, ଏହା ଆସିକା ର ଆର୍ଥିକ ବିକାଶର ଗତିକୁ ଦ୍ୱିଗୁଣିତ କରିଦେବ।

Want your business to be the top-listed Media Company in Berhampur?
Click here to claim your Sponsored Listing.

Category

Address

Berhampur